Browsing Category
Political
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ରୁଜ୍ଜୁ ହେଲା ମାମଲା
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ ଥିବା ସିଙ୍ଗୁ ସୀମାରେ ଟ୍ରାଫିକ ସିଗନାଲରେ ବସିଥିବା ଆନ୍ଦୋଳନରତ କୃଷକ ଗୋଷ୍ଠୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଏକ ମାମଲା ଦାୟର କରିଛି। କୋଭିଡ୍-୧୯ ପ୍ରୋଟୋକଲର ଉଲ୍ଲଂଘନ ପାଇଁ ଏହି ମାମଲା ଦାୟର କରାଯାଇଛି ବୋଲି!-->…
ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ; ‘ନିଆଁ ସହ ଖେଳନାହିଁ’
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ରାଜନୈତିକ ଛକାପଞ୍ଛା ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟପାଳ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଚିନ୍ତାବ୍ୟକ୍ତ!-->…
୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ପାଇବ ବରମୁଣ୍ଡା ବସ୍ ଟର୍ମିନାଲ : ମୁଖ୍ୟମନ୍ତ୍ରୀ
ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରିଛନ୍ତି ।
ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ରାଜ୍ୟର ସବୁଠାରୁ!-->!-->!-->!-->!-->!-->!-->!-->!-->…
ଦେଶରେ ପ୍ରତିଦିନ ୧ମିଲିୟନ ଟିକାକରଣ କରିବା ପାଇଁ ପ୍ରସ୍ତୁତ ଆପୋଲୋ ହସ୍ପିଟାଲ
ନୂଆଦିଲ୍ଲୀ: ଦିନକୁ ଏକ ମିଲିୟନ୍ କରୋନାଭାଇରସ୍ ଟିକା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛି ଆପୋଲୋ। କିନ୍ତୁ ଟିକା କିପରି ବଣ୍ଟନ କରାଯିବ ଏବଂ ଘରୋଇ ସ୍ୱାସ୍ଥ୍ୟ ସେବା ନେଟୱାର୍କ ଏଥିରେ ଜଡିତ ହେବ କି ନାହିଁ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି।
ଆପୋଲୋର ପରିଚାଳନା!-->!-->!-->!-->!-->…
ନଭେମ୍ବରରେ ଦେଶରେ ନିଯୁକ୍ତି ହ୍ରାସ ପାଇଛି : ରିପୋର୍ଟ
ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଭାରତରେ ନିଯୁକ୍ତି ପ୍ରଦାନ ୦.୯ ପ୍ରତିଶତ ହ୍ରାସ ପାଇ ୩୫ ଲକ୍ଷରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି । ଅକ୍ଟୋବର ମାସରେ ନିଯୁକ୍ତି ପ୍ରଦାନ ୦.୧ ପ୍ରତିଶତ ହ୍ରାସ ପାଇଥିଲା ।
ଗତ ଏପ୍ରିଲ,!-->!-->!-->!-->!-->…
‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ!-->…
ସାଇବର ନିରାପତ୍ତା ଦେଶ ପାଇଁ ବଡ ଆହ୍ୱାନ – ରାଜନାଥ ସିଂହ
ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ପାଇଁ ବଡ ଆହ୍ୱାନ ହୋଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ଯେ ଆସିଆନର ସଦସ୍ୟ ଦେଶଗୁଡ଼ିକ!-->…
ରାଜ୍ୟର ସମସ୍ତ ଆୟୁଷ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
ଭୁବନେଶ୍ବର: ମାର୍ଚ୍ଚ ମାସରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପୁଣି ଥରେ ସ୍କୁଲ-କଲେଜ ଖୋଲିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଡିିସେମ୍ବର ୧ରୁ କରୋନା କଟକଣା ସହ ରାଜ୍ୟରେ!-->…
ସୋସିଆଲ ମିଡିଆର ଅପବ୍ୟବହାର ମାମଲା: ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ
କଟକ: ସୋସିଆଲ ମିଡିଆର ଅପବ୍ୟବହାର ଯେପରି ନ ହେବ ତାହା ସରକାର ଦେଖିବା କଥା। ଯଦି ଏ ନେଇ ଅଭିଯୋଗ ହୁଏ ଓ ପ୍ରାଥମିକ ଭାବେ ଧର୍ତବ୍ୟ ଅପରାଧ ନେଇ ତଥ୍ୟ ରହିଥାଏ ତେବେ ପୁଲିସ ଯଥା ଶୀଘ୍ର ଏତଲା ରୁଜୁ କରିବା ଆବଶ୍ୟକ। ବିଳମ୍ବ ନ କରି ପୁଲିସ ଏପରି ଅଭିଯୋଗର ତଦନ୍ତ କରିବା ଉଚିତ ବୋଲି!-->…
ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ!-->…
