Browsing Category
Political
ସରକାରଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଲେ କୃଷକ ପ୍ରତିନିଧି
ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି!-->…
ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍
ନୂଆଦିଲ୍ଲୀ ୧।୧୨ : ଆଜି ଅର୍ଥାତ୍ ଡିସେମ୍ବରରୁ ସାରା ଦେଶରେ କରୋନାଣ ନୂଆ ଗାଇଡଲାଇନ୍ ଲାଗୁ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଆଧାରରେ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ କରୋନା ମାମଲା ବଢ଼ିବାରେ ଲାଗିଛି, ସେଠାରେ ନାଇଟ୍ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଯାଇପାରେ। ଗୃହ!-->…
ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା
ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା!-->…
କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍ଡିଏ ଛାଡ଼ିବାକୁ ଆରଏଲ୍ପିର ଧମକ
ନୂଆଦିଲ୍ଲୀ,୦୧/୧୨: କୃଷି ସଂସ୍କାର ଆଇନକୁ ରଦ୍ଦ କରିବା ଦାବିରେ ଚାଷୀମାନେ ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଜାରି ରଖିଥିଲା ବେଳେ ଏନ୍ଡିଏ ଦଳ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ଶିରୋମଣି ଅକାଳୀ ଦଳ (ଏସ୍ଏଡି) ଏନ୍ଡିଏରୁ ଓହରିଯାଇଥିଲା ବେଳେ ଏବେ ଅନ୍ୟତମ ସହଯୋଗୀ!-->…
ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ
ଝାରସୁଗୁଡ଼ା : ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ!-->…
ବଳଦେବଜୀଉ ସେବା ସମବାୟ ସମିତି, ନିଶ୍ଚିନ୍ତକୋଇଲିରେ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଚାଷୀ
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: କଟକ କେନ୍ଦ୍ରସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନସ୍ଥ ବଳଦେବଜୀଉ ସେବା ସମବାୟ ସମିତିରେ ଦୁର୍ନିତି ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଚାଷୀଙ୍କ ଅଭିଯୋଗ!-->…
ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ବିଚ’ ମାନ୍ୟତା: ସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ –…
ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦ : ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରିଛି ଅନ୍ତର୍ଜାତୀୟ ସଂସ୍ଥା । ଡେ଼ନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରିଣୀ ଖୁଂଟି ଠାରୁ ମେ ଫେୟାର ହୋଟେଲ!-->…
ନାବାଳିକା ଅପହରଣକାରୀ ଫେରାର ଅଭିଯୁକ୍ତକୁ ଗିରଫ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ବିଜେପି…
ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇପାରିନାହିଁ।!-->…
ସମସ୍ୟାରେ ବରଦିଆ ଗ୍ରାମବାସୀ : ଗାଁକୁ ହୋଇପାରୁନି ରାସ୍ତା, ମିଳୁନି ପାନୀୟ ଜଳ ସୁବିଧା ! !
ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଚାହାପଡା ପଞ୍ଚାୟତ ବରଦିଆ ଗ୍ରାମର ଗ୍ରାମବାସୀମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଯେ ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା!-->…
କୋଭିଡ୍ ଯୋଦ୍ଧା ଏସ.ଆଇ. ନିମାଇଁ ଚରଣ ମହାପାତ୍ରଙ୍କ ଅକାଳ ବିୟୋଗରେ ସାଲେପୁର ଅଞ୍ଚଳରେ ଶୋକ
ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ସାଲେପୁର ଅଞ୍ଚଳର କୋଭିଡ୍ ଯୋଦ୍ଧା ଏସ୍.ଆଇ. ନିମାଇଁ ଚରଣ ମହାପାତ୍ରଙ୍କ ଅକାଳ ବିୟୋଗରେ ସାଲେପୁର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାଲେପୁର ଥାନାରେ ପ୍ରାୟ ଦୁଇ ବର୍ଷ ଧରି ଏ.ଏସ୍.ଆଇ. ଭାବେ କାର୍ଯ୍ୟ!-->…
