Browsing Category

Political

ଅଗଷ୍ଟ ମାସର କରୋନା କଟକଣା – ଚାରି ଜିଲ୍ଲା ଓ ରାଉରକେଲାରେ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ଅଗଷ୍ଟ ୧ ଓ ୨ରେ ଦିନ ୧ଟା ପରେ ସଟ୍‌ଡାଉନ୍‌କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ିରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁଅଗଷ୍ଟ ୫ରୁ ଖୋଲିବ ଜିମ୍‌ ଓ ଯୋଗ ଇନଷ୍ଟିଚ୍ୟୁଟ କଳିଙ୍ଗ ଜ୍ୟୋତି ବ୍ୟୁରୋ

ସାଂଘାତିକ ସ୍ଥିତିରେ ରାଜଧାନୀ : ୪ ଦିନରେ ସ୍ଥାନୀୟ ସଂକ୍ରମଣ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮:ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆ ଶିକ୍ଷା ନୀତି ୨୦୪୦ – ଭାରତୀୟ ଭାଷା ଏବଂ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୁଗୁଲ ଭାରତ ସହ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ : ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର ଚାଲିବ | ଏଥିରେ ସଂସ୍କୃତ ସହିତ ଅନ୍ୟ ତିନୋଟି ଭାରତୀୟ ଭାଷାର ବିକଳ୍ପ ରହିବ | ଚୟନକର୍ତ୍ତା ନିଜେ ବିଦେଶୀ ଭାଷା ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ରହିବ | ପ୍ରଥମ ଥର ପାଇଁ ଭାରତୀୟ

ବିରିୟାନୀ ଖାଇବାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଧୂଷୁରି ୦୧/୦୮: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷର 8 ଗୁରୁତର, 5 ମଟର ସାଇକେଲ ଭଙ୍ଗାରୁଜା. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି. ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି

ମୋଦୀ ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ମିଳିତ ଭାବେ ନୂଆ ସୁପ୍ରିମକୋର୍ଟ ଭବନ ଉଦଘାଟନ କଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ବିଜେପି , ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣିୟମ ସ୍ୱାମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଦାବି କରାଯାଇଛି। ସିବିଆଇ ତଦନ୍ତ ପାଇଁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଳକୀ ପ୍ରିୟାଙ୍କ ଆବେଦନ

ଦେଶରେ ହୋଇନି ଗୋଷ୍ଠୀ ସଂକ୍ରମଣ :ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ : ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୧/୦୭: ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ପୁଲିସ ଡିଜି ଅଭୟ ଆଜି ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ପୂର୍ବାହ୍ନ ୧୦ଟା ବେଳେ କ୍ରାଇମ୍‌ବ୍ରାଞ୍ଚର ତିନିଜଣିଆ ଟିମ୍‌ ରେଳବାଇ ଥାନାରେ

ଅଗଷ୍ଟ ୫ ତାରିଖରେ ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେବ ପ୍ରଭୁ ଶ୍ରୀରାମଙ୍କ ଛବି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବ। ସମଗ୍ର ଭାରତ ବାସିନ୍ଦା ଏହି ଦିନରେ ଉତ୍ସବ ମନାଇବେ। ତେବେ ଖାଲି ଭାରତରେ କାହିଁକି ବିଦେଶରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ

ବାଚସ୍ପତି ସିପି ଯୋଶୀଙ୍କ ଭିଡିଓ ଭାଇରାଲ୍‌ ପରେ ଘନେଇଲା ରାଜସ୍ଥାନ ରାଜନୈତିକ ସଙ୍କଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ଙ୍କ ମଧ୍ୟରେ ରାଜସ୍ଥାନ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ହୋଇଥିବା ଏକ ଆଲୋଚନାର ଭିଡିଓ ଏବେ ଭାଇରାଲ୍‌ ହୋଇଛି ଏବଂ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ
error: Content is protected !!
Open chat