Browsing Category
Political
ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଲଦାଖରେ ବୌଦ୍ଧଧର୍ମ ଅଧ୍ୟୟନ କେନ୍ଦ୍ର ଓ ଅନ୍ୟାନ୍ୟ ବିଷୟ ଥିବା ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ଦୁଇ ସପ୍ତାହ ପୂର୍ବରୁ!-->…
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି।
ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା!-->!-->!-->!-->!-->…
ଅକ୍ଟୋବର ପହିଲାରୁ ଆସିବ ବାଧ୍ୟତାମୂଳକ ଇ-ଇନ୍ଭଏସିଂ – ସିବିଆଇସି
କଳିଙ୍ଗ ଜ୍ୟୋତି ବ୍ୟୁରୋ ମାଙ୍ଗାଲୋର ୨୪/୦୭: ଇ-ଇନଭଏସିଂ ସ୍କିମକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।
ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ!-->!-->!-->!-->!-->…
ଚାଇନା ଓ ପାକିସ୍ତାନ ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଡିଜିଟାଲ ଷ୍ଟ୍ରାଇକ ପରେ ଭାରତ ସରକାର ଚାଇନା ଉପରେ ଅର୍ଥନୀତିକ ଷ୍ଟ୍ରାଇକ କରିଛନ୍ତି। ଚାଇନା ସହ ସୀମା ବିବାଦ ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତ ସରକାର ଗୁରୁବାର ବିଳମ୍ବିତ ରାତିରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଇନା ଓ!-->…
ମହିଳା ସେନା ଅଧିକାରୀଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ:ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ବଡ଼ ଭୂମିକା!-->…
ଦେଶରେ ସ୍ବାଧନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଗାଇଡ୍ଲାଇନ୍ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ!-->…
ଦେଶରେ ସଂକ୍ରମଣର ଆଉ ଏକ ରେକର୍ଡ: ଦିନକରେ ୪୯, ୩୧୦ ସଂକ୍ରମିତ, ୭୪୦ ଆକ୍ରାନ୍ତ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୮୭୯୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ଜଣ ସୁସ୍ଥ!-->…
ତାମିଲନାଡୁର ରାଜଭବନ ପାଲଟିଲା କରୋନାର ହଟସ୍ପଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୨୪/୦୭ : ଦେଶରେ ବେକାବୁ ହୋଇଛି କରୋନା। ଏବେ ତାମିଲନାଡୁର ରାଜଭବନ କରୋନାର ହଟସ୍ପଟ ପାଲଟିଛି। ରାଜଭବନରେ ନିୟୋଜିତ ଥିବା ୮୪ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଥିବା!-->…
ଝଡ ସୃଷ୍ଟି କଲାଣି ବୈଜୟନ୍ତଙ୍କ ଟୁଇଟ : ଶାହରୁଖ ଓ ‘ପାକିସ୍ତାନୀ ଏଜେଣ୍ଟ’ର ଭାଇରାଲ ଫଟୋକୁ ନେଇ ଟ୍ୱିଟରରେ ଚର୍ଚ୍ଚା
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ବଲିଉଡର କିଛି ବ୍ୟକ୍ତି ପାକିସ୍ତାନ ଆର୍ମିର ଏଜେଣ୍ଟ ସହିତ ସମ୍ପର୍କରେ ରହିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ସହିତ!-->…
ଭାରତୀୟ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଆଇସିଏମଆରର ମଞ୍ଜୁରୀ, ୩୦ ମିନିଟରେ ଆସିବ ରେଜଲ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ଟେଷ୍ଟ କିଟ ‘ପେଥୋକେଚ୍ କୋଭିଡ୍-୧୯ ଆଣ୍ଟିଜେନ ଟେଷ୍ଟିଂ କିଟ’କୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗତ କାଲି ଏହି ଟେଷ୍ଟିଂ କିଟକୁ ଅନୁମୋଦିତ କରିଛି। ଏହା ହେଉଛି ସଂପୂର୍ଣ୍ଣରୂପେ ଭାରତରେ ତିଆରି!-->…
