Browsing Category

Regional

ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ

Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି। ‘ଏମ୍‌ଆଇ

ପ୍ରଧାନମନ୍ତ୍ରୀ ପୂରଣ କଲେ ଭାରତ ବର୍ଷର ଉତ୍କଣ୍ଠା : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି…

ଅଯୋଧ୍ୟା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୮ : ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ

ଆଦିତ୍ୟ ମୃତ୍ୟୁ ମାମଲା, ଜେରା ହେବେ ଓଏଏସ୍‌ ଅଫିସର୍‌!

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୮: ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦୀର୍ଘ ୨୪ ଦିନ ତଦନ୍ତରେ ଜିଆରପି ଯେଉଁ ଦିଗରେ ଆଦୌ ଆଗେଇ ନଥିଲା, ସେଇ ଦିଗକୁ ଏବେ ନଜର ପକାଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଆସିଛନ୍ତି ପ୍ରଶାସନିକ ଅଧିକାରୀ ଯାହାଙ୍କର ଆଶୀର୍ବାଦରେ

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ, ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର

ପାକିସ୍ତାନର ପାଗଳାମି ପୁଣି ବାହାରିଲା: କାଶ୍ମୀରକୁ ନିଜର ଦେଖାଇ ଇମରାନଙ୍କ ନୂଆ ପଲିଟିକାଲ ମ୍ୟାପ୍ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲାହୋର ୦୫/୦୮ : ନେପାଳ ରାସ୍ତାରେ ପାକିସ୍ତାନ । ପାକ୍‌ର ଇମରାନ ଖାନ ସରକାର ଏବେ ବିବଦୀୟ ନକ୍ସା ଜାରି କରିଛନ୍ତି । ଏଥିରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦାବି କରିଛି । ପୂର୍ବରୁ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି ଦାବି କରୁଥିଲା ।

ଅଯୋଧ୍ୟା ରାମ ମନ୍ଦିରର ଜାରି ହେଲା ପ୍ରଥମ ଫଟୋ : ଏମିତି ଦିଶିବ ରାମ ମନ୍ଦିର: ଦେଖନ୍ତୁ ମନ୍ଦିରର ବିଶେଷତ୍ବ ଓ ଏହାର…

୩ ଏକରରେ ମନ୍ଦିର, ୬୭ ଏକର ଜମିରେ ମ୍ୟୁଜିୟମ ସହ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୧୯୮୯ରେ ରାମମନ୍ଦିର ଓ ଏହାର ପରିସର ନିର୍ମାଣ ନିମନ୍ତେ ପ୍ରସ୍ତୁତ କରିଥିଲା ନୂଆ ମଡ଼େଲ କଳିଙ୍ଗ ଜ୍ୟୋତି

ଲେବାନନ ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ, ୧୦୦ ଫୁଟ ଉପରକୁ ଉଠିଗଲା ପାଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଠାରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଗୋଟିଏ ଛୋଟ ଏବଂ ଅନ୍ୟଟି ବହୁତ

“ରାମ ସମସ୍ତଙ୍କ ଭିତରେ ଅଛନ୍ତି, ରାମ ସମସ୍ତଙ୍କ ସହ ଅଛନ୍ତି” – ପ୍ରିୟଙ୍କା ଗାନ୍ଧୀଙ୍କ ରାମ ରାମ…

ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜାଯୋଗ ଦେବେ ମୋଦୀଭୂମି ପୂଜା ପୂର୍ବରୁ ରାଜନୀତି ଜୋରଟୁଇଟ କରି ରାମ ରାମ ଜପିଲେ ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ବର୍ଷର ସ୍ୱପ୍ନ ପୂରା ହେବାକୁ ଯାଉଛି। ଆସନ୍ତାକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଆୟୋଜନ

ଚୀନ୍‌କୁ ଆଉ ଏକ ଝଟ୍‌କା, ଆଇପିଏଲ୍ ପ୍ରଯୋଜକରୁ ହଟିଲା ଚାଇନିଜ ମୋବାଇଲ କମ୍ପାନୀ “ଭିଭୋ”

ନୂଆଦିଲ୍ଲୀ: ଚୀନ୍ ଉପରେ ଭାରତର ଆଉ ଏକ ଶକ୍ତ ଜିଟିଟାଲ୍ ଝଟକା। ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍
error: Content is protected !!
Open chat