Browsing Category

Regional

ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ଚିତ୍ତରଞ୍ଜନ ଧୀବରଙ୍କ ଉପରେ ହେବ

ନୂଆଦିଲ୍ଲୀ / ଦୁର୍ଗାପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା : ଆସନ୍ତା ୪୮ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟାଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର

ଭାରତରେ ଜନସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ସମାନ ଧ୍ୟାନ ଦିଆଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି

ସଙ୍କଟ ସମୟରେ ବେକାରୀ ଯୁବକଙ୍କୁ ରୋଜଗାର ଦେବାର ପନ୍ଥା ଆପଣାନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି। ବିଶେଷ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗରେ ଅନେକ

ସ୍କୁଲ ଖୋଲିବା ନେଇ ଅଗଷ୍ଟରେ ନିଷ୍ପତ୍ତି, କମିପାରେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ – ବିଦ୍ୟାଳୟ ଓ ଗଣଶିକ୍ଷା…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇ ପାରୁ ନାହିଁ । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ

ରାଜ୍ୟରେ ଆଉ ୫୭୭ କରୋନା ପଜିଟିଭ୍ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ଆଜି ପୁଣି ୫ ଶହ ଟପିଲା

‘ଏମ୍ସ’, ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବନ୍ଦ ରହିବ ଓପିଡି ସେବା, ଜାରି ରହିବ କେବଳ ଜରୁରୀକାଳୀନ ସେବା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତାକାଲିଠାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର

ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ସିଂହାସନ ଆରୋହଣକୁ ୫୦ ବର୍ଷ ପୂରିଲା : ଶ୍ରୀମନ୍ଦିର ଇତିହାସରେ ବିରଳ…

ପୁରୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଦୀର୍ଘ ଦୁଇଶହ ବର୍ଷ ପରେ କୌଣସି ଗଜପତି ଭାବେ ଦିବ୍ୟସିଂହ ଦେବ ୫୦ ବର୍ଷ ଧରି ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ଏହି

ଓଡ଼ିଶା ହାଇକୋର୍ଟ ଆସନ୍ତା ଜୁଲାଇ ୧୦ ପର୍ଯ୍ୟନ୍ତ ବନ୍ଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୭: ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦

କୋଭିଡ୍‌-୧୯ ପାଇଁ ସିବିଏସ୍‌ଇର ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ : ଏଥର ସଂଘବାଦ, ନାଗରିକତା, ଜାତୀୟତା ଓ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସମସ୍ତ ବିଷୟକୁ ୩୦% ଲେଖାଏ କମାଯିବା ସହ ସଂଶୋଧିତ
error: Content is protected !!
Open chat