Browsing Category
Regional
ରାଜଧାନୀ ଭୁବନେଶ୍ୱରରେ ସମାବେଶ ମନା :ବିଏମସି
ଭୁବନେଶ୍ୱର,୪ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି କଟକଣା । କୌଣସି ପ୍ରକାର ସମାବେଶ, ରାଲି, ସଭା ଓ ଧାରଣା ଉପରେ କଟକଣା ଲାଗୁ ହୋଇଛି ।
ବିଏମସି ଅଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ନିୟମ ଉଲ୍ଲଙ୍ଘନ ଦେଖିଲେ ସ୍ଥାନୀୟ ଆଇଆଇସି!-->!-->!-->!-->!-->!-->!-->…
ଭୁବନେଶ୍ୱର ବିଏମ୍ସି ଅଫିସରେ ପଶିଲା କରୋନା : ଦୁଇ ଇଞ୍ଜିନିୟର, ଜଣେ ଡ୍ରାଇଭରଙ୍କୁ କରୋନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ରାଜଧାନୀରେ କରୋନା ମୁକାବିଲା ପାଇଁ ବିଏମ୍ସିରେ ଖୋଲିଛି କଣ୍ଟ୍ରୋଲ ରୁମ୍। କେଉଁ ଅଞ୍ଚଳ ସିଲ୍ ହେବ, ରାଜଧାନୀରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନିଷ୍ପତ୍ତି ବିଏମ୍ସି ନେଉଛି। କରୋନା ହୁ ହୁ ହୋଇ ବଢ଼ୁଥିବାବେଳେ ଏବେ ବିଏମ୍ସି!-->!-->!-->…
ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ
ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ!-->…
ଚୀନ ଭେଟି ଦେଲା ଆଉ ଏକ ନୂଆ ସ୍ୱାଇନ୍ ଫ୍ଲୁ ଭାଇରସ୍ ‘G-4’
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫।୦୭ : ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର!-->…
ଘୋଷଯାତ୍ରାରୁ ବାହୁଡ଼ି ରତ୍ନବେଦୀକୁ ଫେରିଲେ ତିନି ଠାକୁର- ଅଭିମାନୀନୀ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କଲେ…
ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ!-->!-->!-->…
ଭାରତ ସରକାର ବ୍ୟାନ୍ କଲା ପରେ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକଟକ୍
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ!-->…
ରାଜଧାନୀରେ ମାଡ଼ି ମାଡ଼ି ଚାଲିଛି କରୋନା: ଆଜି ପୁଣି ଚିହ୍ନଟ ହେଲେ ୪୫ ନୂଆ ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜଧାନୀରେ ମାଡ଼ି ଚାଲିଛି କରୋନା। ଶନିବାର ଆଉ ୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ ହୋଇଛି। ସେଥିରୁ ୨୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ ସକ୍ରିୟ କେସ୍!-->!-->!-->…
ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି : ଏଥର ଓଡ଼ିଶାରେ ବୋଲବମ୍ ଯାତ୍ରା ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ!-->!-->!-->…
କଟକରେ କରୋନା ହେଲାଣି ଅଣାୟତ୍ତ : ମହାନଗର ନିଗମ ଅଞ୍ଚଳରେ ଆଜିଠାରୁ ଜୁଲାଇ ୮ ପର୍ଯ୍ୟନ୍ତ ସଟଡାଉନ
କଟକ, (କଳିଙ୍ଗ ଜ୍ୟୋତି), ୦୪/୦୭ : କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ଦେଖି ଆଜିଠାରୁ ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ କରାଯାଇଛି । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର!-->…
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ସମେତ ୩ଟି ପଞ୍ଚାୟତ କୁ ସଟଡାଉନ ଘୋଷଣା।
ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ!-->…
