Browsing Category
Regional
କ୍ରସରର ଭାରି ଯାନ ହେତୁ ୧୫ ଦିନରେ ଏନଏସି ରାସ୍ତା ପାଲଟିଲା ମରଣ ଯନ୍ତା
ସବୁ ଜାଣି ନିଦା ବିଷ୍ଣୁ ସାଜିଛି ପ୍ରଶାସନ
କୋରୁକୋଣ୍ଡା ୧୧/୦୯/୨୦୨୧ କଳିଙ୍ଗ ଜ୍ୟୋତି: କ୍ରସର ର ଭାରି ଟ୍ରକ ଏବଂ ଟିପର ଗୁଡିକ ଯାତାୟାତ କରିବା ଫଳରେ ୧୫ ଦିନରେ ରାସ୍ତା ଦବି ହେଲା ଖାଲଖମା। ସବୁ ଜାଣି କିନ୍ତୁ ପ୍ରଶାସନ ନୀରବ। ତେବେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି କୁ ଲାଗି!-->!-->!-->…
ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ ନୂଆ ଏସଓପି
ପୁରୀ ୦୮/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିବ ନୂଆ ଏସ୍ଓପି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିବ । ନୂଆ ନିୟମ ସହ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି । ସପ୍ତାହାନ୍ତ ସଟଡାଉନ୍ ଯୋଗୁ!-->…
ସ୍ବର୍ଗଦ୍ବାରରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଟେଲିଫୋନ ନମ୍ବର ଜାରି କଲା ଜିଲ୍ଲା ପ୍ରଶାସନ
ପୁରୀ ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବର ହେଲା -୦୬୭୫୨ ୨୯୧୨୯୧ । ସ୍ବର୍ଗଦ୍ବାରରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି!-->…
ନବରଙ୍ଗପୁର ଜିଲାରେ୧୩୩ ଗ୍ରାମ ବାଲ୍ୟବିବାହ ମୁକ୍ତ, ଘୋଷଣା କଲେ ଜିଲାପାଳ
ନବରଙ୍ଗପୁର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାଏମ ରହିଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି!-->…
କନ୍ଧମାଳରେ ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ
ଘୁ.ଉଦୟଗିରି ୨୯/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ହଳଦୀ ପ୍ରୋସେସିଙ୍ଗ ୟୁନିଟ ବୁଲି ଦେଖିଲା ପରେ ନୂତନ ଭାବରେ ନିର୍ମାଣ ହୋଇଥିବା ଓପିଟିସିଏଲ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ଼ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହା ପରେ ମୁଖ୍ୟ ଶାସନ ସଚିବ!-->…
ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା, ଶରୀରରେ ଏହା କାମ କରିବ : ବିଜୟ ପାଣିଗ୍ରାହୀ
ଭୁବନେଶ୍ବର ୨୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍ ହେବା ଯୋଗୁଁ ଅଧିକାଂଶ ଲୋକଙ୍କ ଦ୍ଵିତୀୟ ଡୋଜ୍!-->…
ପ୍ରକାଶ ପାଇଲା ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାଫଳ ପ୍ରକାଶ: ପାସ୍ ହାର ୮୦.୮୩ %
୨୭୧ଛାତ୍ରଛାତ୍ରୀଙ୍କ ଗ୍ରେଡ ବଢ଼ିଛି, ୪୫୯ ଛାତ୍ରଛାତ୍ରୀଙ୍କ ଗ୍ରେଡ ହ୍ରାସ ପାଇଛି
ଭୁବନେଶ୍ବର ୨୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି ଏବଂ ୧୪୧ ଜଣ ଛାତ୍ରଛାତ୍ରୀ!-->!-->!-->…
ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ଖୁବ୍ଶୀଘ୍ର ଖୋଲିବ ସେନ୍ସୋରୀ ପାର୍କ
ଭୁବନେଶ୍ୱର ୨୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସହିଦନଗର ମହର୍ଷିନଗର ୱାର୍ଡ ନଂ ୩୦ରେ ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ଖୁବ୍ଶୀଘ୍ର ଖୋଲିବ ସେନ୍ସୋରି ପାର୍କ । ଅତ୍ୟାଧୁନିକ ଖେଳ ସାମଗ୍ରୀ ସାଙ୍ଗକୁ ଓପନ ଜିମ୍ର ଭରପୁର ମଜା ନେବେ ଦିବ୍ୟାଙ୍ଗ ଶିଶୁ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍!-->…
ଭୁବନେଶ୍ବର ଏମ୍ସରେ ଗରିବ ଲୋକଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା
ଭୁବନେଶ୍ୱର ୨୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ମାଗଣାରେ ଗରିବ ଲୋକଙ୍କୁ ବ୍ୟୟବହୁଳ ଇକ୍ମୋ ଚିକିତ୍ସା ପ୍ରଦାନ କରାଯିବ। ରେସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଏମ୍ସ ଅଧୀକ୍ଷକ!-->…
ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ…
• ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ୟ୍ୟ ସରିବ।
• ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି
• ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଉରକେଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି
ରାଉରକେଲା ୧୮/୦୮/୨୦୨୧!-->!-->!-->!-->!-->!-->!-->…