Browsing Category

Regional

କରୋନା ଡ଼ର: ଭାରତ ସହ ୩ ଦେଶ ସହ ବିମାନ ଚଳାଚଳ ଉପରେ ସାଉଦୀ ସରକାରଙ୍କ ପ୍ରତିବନ୍ଧକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ସଂକ୍ରମଣର କ୍ରମବର୍ଧିଷ୍ଣୁ ବିପଦକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଭାରତ ସହ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛନ୍ତି । ଭାରତ ସହ ବ୍ରାଜିଲ, ଆର୍ଜେଣ୍ଟିନାରୁ ମଧ୍ୟ ଯାତ୍ରୀଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି।

ଓଡ଼ିଶାବାସୀ ଖୁସି ନୁହନ୍ତି – ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ବିଶାଳ ସଂସ୍କୃତି ଏବଂ ପରମ୍ପରାରେ ଭରା ଓଡ଼ିଶା । ସରଳ ଜୀବନଶୈଳୀକୁ ପ୍ରାଧାନ୍ୟ ଦେଇଥାନ୍ତି ରାଜ୍ୟବାସୀ । ରାଜ୍ୟର ସବୁଆଡେ ଦେଖିବାକୁ ମିଳିଥାଏ ଭାଇଚାରା । ଗୋଟିଏ ସୂତାରେ ବାନ୍ଧି ହୋଇଥାନ୍ତି ପରିବାରର ପ୍ରତିଟି ସଦସ୍ୟ । ତେଣୁ ଓଡ଼ିଶାକୁ

ସହର ସାରା ଲାଗିବ ଦୁଷ୍କର୍ମକାରୀଙ୍କ ପୋଷ୍ଟର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏବେଠାରୁ ଯଦି କେହି ମହିଳାଙ୍କୁ ଅସଦାଚରଣ ବା ଦୁଷ୍କର୍ମ କରନ୍ତି, ତା’ହେଲେ ତାଙ୍କ ପୋଷ୍ଟରକୁ ସହରର ଛକରେ ଲଗାଯିବ।

ଆଣବିକ ବୈଜ୍ଞାନିକ ଶେଖର ବସୁଙ୍କ କରୋନାରେ ଦେହାନ୍ତ

କଲକାତା/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :  ଆଣବିକ ବୈଜ୍ଞାନିକ ପଦ୍ମଶ୍ରୀ ଡା. ଶେଖର ବସୁଙ୍କର ଗୁରୁବାର କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ବସୁ କରୋନାରେ ଆକ୍ରାନ୍ତ ହୋଇ କଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଲକ୍ଷ୍ୟ ଭେଦକାରୀ ‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି।

ଭାରତର ରଣନୀତି ଆଗରେ ହାର ମାନିଲା ଚୀନ : ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ । ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା

ଯୌନକର୍ମୀଙ୍କ ପାଇଁ ଖୁସି ଖବର – ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ଏବଂ ରାଜ୍ୟ…

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ

ରାଜ୍ୟ ସରକାର ଜାରି କଲେ ଏକାମ୍ର ଐତିହ୍ୟ କ୍ଷେତ୍ର ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଐତିହ୍ୟ ଗାଇଡଲାଇନ ଜାରି କରିଛନ୍ତି । ବିଡିଏ ତରଫରୁ ଏହି ଗାଇଡଲାଇନ ଜାରି ହୋଇଛି । ଏଥିରେ କୋଠାବାଡ଼ି ନିର୍ମାଣ, ମରାମତି, ଫଳକ ଲଗାଯିବା ଆଦି ଉଲ୍ଲେଖ ରହିଛି । ଗାଇଡଲାଇନର ବିସ୍ତୃତ ତଥ୍ୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର

ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି

ଭାରତ ପାଇଁ ବିଶ୍ୱ ଗୋଟିଏ ପରିବାର – ମୋଦୀ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଆଜି ସମ୍ବୋଧିତ କରି କହିଛନ୍ତି ଯେ ଭାରତ ସଦାସର୍ବଦା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ହେତୁ କରିଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି
error: Content is protected !!
Open chat