Browsing Category
Regional
ସ୍କୁଲଗୁଡିକରେ ଫି’ ଛାଡ ମାମଲାରେ ହାଇକୋର୍ଟଙ୍କ ରାୟକୁ ଓଡ଼ିଶା ଅଭିଭାବକ ମହାସଂଘ(ଓଏଏମ୍)ର ସ୍ୱାଗତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: କରୋନା ମହାମାରୀ କାରଣରୁ ସ୍କୁଲଗୁଡିକରେ ଫି’ ଛାଡ ମାମଲାର ମଙ୍ଗଳବାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆପୋଷ ସମାଧାନ କରି ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ (ଓଏଏମ୍) ।
!-->!-->!-->!-->!-->…
ବୁଲା କୁକୁରଙ୍କ କରାମତି : ଜୀବନ ବିକଳରେ ରକ୍ତାକ୍ତ ଅବସ୍ଥାରେ ଗାଡି ଛାଡି ଘଟଣାସ୍ଥଳରୁ ଲୁଟେରା ଫେରାର୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ଲୁଟ୍ ପାଇଁ ପ୍ରସ୍ତୁତି ସରିଥିଲା । ଟାର୍ଗେଟ ଜାଗାରେ ପହଞ୍ଚି ଯାଇଥିଲେ । କିନ୍ତୁ ଲୁଟେରାଙ୍କ ଏହି ପ୍ଲାନିଂକୁ ବିଗାଡ଼ି ଦେଲେ ବୁଲା କୁକୁର । ଲୁଟେରାଙ୍କ ସନ୍ଦିଗ୍ଧ ହାବଭାବ ଦେଖି ଖୁବ୍ ଭୁକି ଭୁକି ଗୋଡ଼ାଇଲେ । କୁକୁରଙ୍କ ଏମିତି କାଣ୍ଡ!-->…
ଟ୍ୱିଟରକୁ ଟକ୍କର ଦେବ ଦେଶୀ ଆପ ‘କୁ’
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଚୀନ୍କୁ ଜବାବ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ଆରମ୍ଭ ହୋଇଥିବା ‘ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ’ରେ ଯେଉଁ ଆପ୍ଗୁଡିକ ପୁରସ୍କୃତ ହୋଇଥିଲା, ସେଥିମଧ୍ୟରୁ ଅନ୍ୟତମ ଦେଶୀ ଟ୍ୱିଟର ‘କୁ’। ଦେଶର ବିବିଧତାକୁ ଦୃଷ୍ଟିରେ ରଖି ନିଆଯାଇଥିବା!-->…
ଲାଲଗଡ ହେବ ଶାନ୍ତିର ସ୍ୱର୍ଗ: ମାଲକାନଗିରି ଏବେ ମାଓ ମୁକ୍ତ ହେବାକୁ ଯାଉଛି – ଜିଲ୍ଲାରେ ଫେରୁଛି ଶାନ୍ତି
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ମାଓ ଉପଦୃତ ମାଲକାନଗିରି ଜିଲ୍ଲାର ନାଁ ଶୁଣିଲେ ମନରେ ଆସେ ମାଓବାଦୀଙ୍କ ଲାଲ ତାଣ୍ଡବ ର ଚିତ୍ର । କେବେ ନିରୀହ ଲୋକଙ୍କୁ ହତ୍ୟକ୍ଷ ତ ପୁଣି କେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ଦେବା ପାଇଁ ତୁମୁଳ କାଣ୍ଡ । ଏସବୁ ମାଲକାନଗିରି ଜିଲ୍ଲା!-->…
ପ୍ରବାସୀ ଥଇଥାନ ଯୋଜନା ଭେଳିକି: ରାଜ୍ୟରେ କାମଧନ୍ଦା ନପାଇ ଦୁର୍ଦ୍ଦିନରେ ଏବେ ପ୍ରବାସୀଙ୍କ ‘ସ୍ୱସ୍ଥାନ-ଗଚ୍ଛ’
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ପ୍ରବାସୀଙ୍କୁ କାମଧନ୍ଦା ଯୋଗାଇ ପାରିଲାନି ସରକାର । ଫଳରେ ଭିଟାମାଟି ଛାଡି ପୁଣି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ । ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭରପୁର ପ୍ରାକୃତିକ ସଂପଦ । ଖଣି ଖାଦାନ ଠାରୁ ଆରମ୍ଭ କରି ଚାଷ ଜମି, ନଦୀ!-->…
ପିଉସାଙ୍କୁ ହତ୍ୟା କରାଯିବା ପରେ ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କ୍ରିକେଟର ସୁରେଶ ରାଇନା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ :ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସ ନିକଟରେ ପିଉସାଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟରେ ସୁରେଶ ରାଇନାଙ୍କ ପିଉସୀ ଘର ଉପରେ କିଛି ଅଜଣା ଯୁବକ!-->…
ଆତଙ୍କି ଇଲାକାରେ ଲେଡି ସିଂଘମ : ଶ୍ରୀନଗରରେ ପ୍ରଥମ ମହିଳା ସିଆରପିଏଫ ଆଇଜି ଚାରୁ ସିହ୍ନା, ଆତଙ୍କବାଦୀଙ୍କୁ କରିବେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଜମ୍ମୁକଶ୍ମୀର: ଆତଙ୍କି ଇଲାକାରେ ଲେଡି ସିଂଘମ । ଆତଙ୍କବାଦୀଙ୍କୁ ସମୁଳେ ସଫା କରିବେ ସିଆରପିଏଫ ଆଇଜି ଚାରୁ ସିହ୍ନା । ପ୍ରଥମଥର ପାଇଁ ଜମ୍ମୁ କଶ୍ମୀରର ଶ୍ରୀନଗର ସେକଟରରେ ସିଆରପିଏଫର ଇନସପେକ୍ଟର ଜେନେରାଲ ବା ଆଇଜି ଭାବେ ଜଣେ ମହିଳା ଆଇପିଏସ!-->…
ସେପ୍ଟେମ୍ବର ୧୫ ରୁ ୩୦ ମଧ୍ୟରେ ଅନଲାଇନରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୨/୦୯ :କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଏସବୁ ପରୀକ୍ଷା ଆସନ୍ତା ୧୫ରୁ ୩୦ ତାରିଖ!-->…
ପିଏମ କିସାନ ସମ୍ପଦା ଯୋଜନାରେ ୨୭ଟି ପ୍ରକଳ୍ପକୁ ମଞ୍ଜୁରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଦେଶରେ ସମନ୍ୱିତ ଶୀତଳୀକରଣ ବ୍ୟବସ୍ଥା ତଥା ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା ଅଧୀନରେ କେନ୍ଦ୍ର ସରକାର ଆଜି ୨୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ୧୬ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ!-->…
ଅନଲକ୍-୪: ଭାରତୀୟ ରେଳବାଇ ଦେଶରେ ଆଉ ୧୦୦ ଯୋଡା ନୂଆ ‘ସ୍ପେଶାଲ ଟ୍ରେନ’ ଚଳାଇବାକୁ ପ୍ରସ୍ତୁତ ହେଉଛି
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : କରୋନା ଭାଇରସ୍ ସଙ୍କଟ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରେଳବାଇ ଅନଲକ୍-୪ରେ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି । ରେଳବାଇ ପ୍ରାୟ ୧୦୦ଟି ନୂଆ ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ!-->…
