Browsing Category
Regional
୩ ଦିନ ପାଇଁ ପୁଣି ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ : ସଂକ୍ରମିତ ହେଲେ ଲ୍ୟାବ୍ ଟେକ୍ନିସିଆନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବୁର୍ଲା ୩୦/୦୮: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ!-->…
ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନ ନେଇ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନର ସମ୍ଭାବ୍ୟତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି। ଏହାଦ୍ୱାରା ପାତରଅନ୍ତର ଦୂର ହେବା ସହ ଭୋଟର ତାଲିକାରେ ସମାନତା!-->…
ଆସିଲା କେନ୍ଦ୍ର ସରକାରଙ୍କ ଅନଲକ୍-୪ ନିର୍ଦ୍ଦେଶାବଳୀ: ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରହିବ ସ୍କୁଲ କଲେଜ୍; ଚାଲି ପାରିବ…
ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ୍ ଆସିବା ଇଚ୍ଛାଧୀନ
୭ରୁ ଚାଲିବ ମେଟ୍ରୋ
୨୧ରୁ ୧୦୦ ଲୋକରେ ସଭାସମିତି
୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ
କେନ୍ଦ୍ରର ବିନା ଅନୁମତିରେ ରାଜ୍ୟ କରିପାରିବେନି ଲକ୍ଡାଉନ୍
ସୁଇମିଂ ପୁଲ୍, ଆମୋଦପ୍ରମୋଦ ଉଦ୍ୟାନ, ଥିଏଟର ବନ୍ଦ ରହିବ
!-->!-->!-->!-->!-->!-->!-->!-->!-->!-->!-->!-->…
ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ
ଯାଜପୁର/ବିଂଝାରପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ବିଂଝାରପୁର ବ୍ଳ୍କର କଲ୍ୟାଣପୁର ଓ ରଣପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ!-->…
ସମ୍ଭାବିତ ବନ୍ୟା ଦୃଷ୍ଟିରୁ ଜନସାଧାରଣଙ୍କୁ ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…
ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜନସାଧାରଣଙ୍କୁ ଆହୁରି!-->!-->!-->…
ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’…
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା ।!-->…
ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୦ : କ୍ରୀଡ଼ା ଏବଂ ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଥଲେଟ ଜୟନ୍ତୀ ବେହେରା ଓ…
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : କରୋନା କଟକଣା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଖେଳର ଉଲ୍ଲେଖନୀୟ!-->…
୬୫, ୦୦୦ ଟଙ୍କା ପାଉଣା ସହ ଅନୁମୋଦନ ଲାଗି ଅଯୋଧ୍ୟା କର୍ତ୍ତୃପକ୍ଷଙ୍କ ପାଖରେ ମନ୍ଦିର ମାଷ୍ଟର୍ ପ୍ଲାନ୍ ଦାଖଲ କଲା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୮ : ଆବଶ୍ୟକୀୟ ଅନୁମୋଦନ ନିମନ୍ତେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ ‘ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ’ଙ୍କ ନିକଟରେ ୬୫ ହଜାର ଟଙ୍କାର ପାଉଣା ସହ ରାମ ମନ୍ଦିରର ମାଷ୍ଟର୍ ପ୍ଲାନ୍ ଦାଖଲ କରିଛି।
ପ୍ରାପ୍ତ ରିପୋର୍ଟ!-->!-->!-->!-->!-->…
ଆଜି ଜାତୀୟ କ୍ରୀଡ଼ା ଦିବସ : ଭର୍ଚୁଆଲ୍ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଶନିବାର ଜାତୀୟ କ୍ରୀଡ଼ା ଦିବସ। ଜାତୀୟ କ୍ରୀଡ଼ା ଦିବସରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ!-->…
ତାଜିଆ ଶୋଭାଯାତ୍ରା ନିମନ୍ତେ ମୁମ୍ବାଇ ହାଇକୋର୍ଟର ଅନୁମତି, ସାମିଲ ହେବେ ସର୍ବାଧିକ ୫ ଜଣ ଲୋକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୮:ମୁମ୍ବାଇ: ମହରମ୍ ସମୟରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ । ଏହା ସହ ଏହି ଶୋଭାଯାତ୍ରାରେ ସର୍ବାଧିକ ୫ ଜଣ ଲୋକ ସାମିଲ ହୋଇ ପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଦିନକ ତଳେ ଏ ସଂକ୍ରାନ୍ତର ଏକ ମାମଲାର!-->…
