Browsing Category
Sports
କେନ୍ଦ୍ର ସରକାରଙ୍କ ନୂଆ ନିୟମ : କେନ୍ଦ୍ର ‘ସି’ ସ୍ତରର ସରକାରୀ ପଦରେ ଉତ୍ତମ ଖେଳାଳୀଙ୍କୁ ସିଧା ଭର୍ତ୍ତି କରିବା ପାଇଁ…
ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ଖେଳାଳୀଙ୍କ ପାଇଁ ଏବେ ସରକାରୀ ଚାକିରୀ ପାଇବା ସହଜ ହେବ । କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣି ସ୍ପୋର୍ଟ୍ସ କାଟାଗୋରୀକୁ ଅଧିକ ବ୍ୟାପକ କରିଦେଇଛନ୍ତି । କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଜାରି ଏକ ଆଦେଶରେ କହିଛି ଯେ କେନ୍ଦ୍ର ‘ସି’ ସ୍ତରର!-->…
ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’…
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା ।!-->…
ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୦ : କ୍ରୀଡ଼ା ଏବଂ ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଥଲେଟ ଜୟନ୍ତୀ ବେହେରା ଓ…
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : କରୋନା କଟକଣା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଖେଳର ଉଲ୍ଲେଖନୀୟ!-->…
ଆଜି ଜାତୀୟ କ୍ରୀଡ଼ା ଦିବସ : ଭର୍ଚୁଆଲ୍ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଶନିବାର ଜାତୀୟ କ୍ରୀଡ଼ା ଦିବସ। ଜାତୀୟ କ୍ରୀଡ଼ା ଦିବସରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ!-->…
ଆସନ୍ତାବର୍ଷ ଜାନୁଆରିରେ ଆସିବ ବିରୁଷ୍କାଙ୍କ ଘରକୁ ନୂଆ ଅତିଥି, ଇନ୍ଷ୍ଟା ପୋଷ୍ଟ୍ କରି ସୂଚନା ଦେଲେ ଅନୁଷ୍କା
ମୁମ୍ବାଇ: ସେଲିବ୍ରିଟି ଦମ୍ପତି ଅନୁଷ୍କା ଶର୍ମା ଓ ବିରାଟ କୋହଲି ସୋସିଆଲ୍ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି କି ସେ ଚାରି ମାସର ଗର୍ଭବତୀ ଅଛନ୍ତି ଓ ୨୦୨୧ ଜାନୁଆରିରେ ସେ ମାଆ ବନିବାକୁ ଯାଉଛନ୍ତି। ବିରାଟ ଓ!-->…
ଯୁବିଙ୍କ ୬ ଛକା କଥା ମନେ ପକାଇଲେ ଅଶ୍ବିନ : ‘୪ ଛକା ପରେ ଅଧିନାୟକ ଓ ବୋଲରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା’
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୭ ଟି-୨୦ ବିଶ୍ୱକପ୍ କ୍ରିକେଟ୍ପ୍ରେମୀଙ୍କ ମନରୁ ଲିଭିନଥିବ। କାରଣ ଏହି ବିଶ୍ବକପ୍ରୁ କ୍ରିକେଟ୍ର ସବୁଠାରୁ କ୍ଷୁଦ୍ର ଫର୍ମାଟ୍ ତିଷ୍ଟି ରହିବାର ବାଟ ଫିଟି ଥିଲା। ଏହି ପ୍ରତିଯୋଗିତାରେ ଭାରତୀୟ ମଧ୍ୟମକ୍ରମ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ!-->…
ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୦କୁ ସରକାର ଅନୁମତି ଦେଲେ : ୨୨୨ କୋଟି ଟଙ୍କା ଦେଇ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେଇଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି!-->…
ଧୋନୀ-ରାଇନାଙ୍କ ଅବସର ନେବା ପଛର କାରଣ , ରାଇନା ନିଜେ ଖୋଲିଲେ ରହସ୍ୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ପୂର୍ବତନ ଅଧିନାୟକ ଏମଏସ ଧୋନି ଅବସର ନେବାର କିଛି ସମୟ ପରେ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ପ୍ରକାଶ କରିଛନ୍ତି ଯେ ଦୁଇଜଣ କାହିଁକି ଗୋଟିଏ ଦିନରେ ଅବସର ନେଇଛନ୍ତି। ରାଇନା (ସୁରେଶ ରାଇନା) କହିଛନ୍ତି ଯେ ଚେନ୍ନାଇରେ ପହଞ୍ଚିବା!-->!-->!-->…
ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଚେତନ ଚୌହ୍ୱାଣଙ୍କ ପରଲୋକ
ନୂଆଦିଲ୍ଲୀ/ଲକ୍ଷ୍ନୌ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହ୍ବାନ କରୋନା ସଂକ୍ରମିତ ହେବା ଜଣାପଡ଼ିଥିଲା । ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି!-->…
ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦୁଇ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରୈନା…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର!-->…