Browsing Category

Sports

‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।

ତା.୧୨/୦୮/୨୦୨୦, ବୁଧବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂେପ ଆତ୍ମପ୍ରକାଶ କଲା । ପଢିବାକୁ ଲଗଅନ କରନ୍ତୁ - www.kalingajyoti.com/epaper

ବର୍ଷକ ପାଇଁ ଅଲଗା ହେଲେ ଭିଭୋ – ବିସିସିଆଇ : ଭାରତୀୟ କ୍ରିକେଟ୍ ବୋର୍ଡର ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଘୋଷଣା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ

ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଖେଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ

ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହେବା ପାଇଁ ଯୋଗ୍ୟ : କୁମାର ସାଙ୍ଗାକାରା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/କଲମ୍ବୋ ୨୭/୦୭: ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର

IIT ଆଡ଼ମିଶନ ୨୦୨୦ : କରୋନା ପାଇଁ କୋହଳ ହେବ ନିୟମ,କ୍ରାଇଟେରିଆରେ ପରିବର୍ତ୍ତନ

ନୂଆଦିଲ୍ଲୀ ୧୮।୦୭: ଚଳିତ ବର୍ଷ ସରକାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT)ରେ ଆଡମିଶନ ପାଇଁ ମାନଦଣ୍ଡରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ସରକାର। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଘୋଷଣା କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଆଲ ନିଶଙ୍କ

ଆଇପିଏଲ ସେପ୍ଟେମ୍ବର ୨୬ ତାରିଖରୁ ୟୁଏଇରେ ଆରମ୍ଭ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭ : କରୋନା ଭାଇରସ ଯୋଗୁ ଆଇପିଏଲ ୨୦୨୦  ଅନିଶ୍ଚିତତା ଭିତରେ ରହିଥିଲା । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ର ସୂଚନା ଅନୁସାରେ ଏହି ମ୍ୟାଚ ଗୁଡିକ ଭାରତ ଭିତରେ ଖେଳ। ନଯାଇ

ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅର୍ଥାଭାବ ଭେଳିକି : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ତଥ୍ୟ ଉପସ୍ଥାପନା –…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଚର୍ଚାରେ ଓଡ଼ିଶାର ଅଲିମ୍ପିଆନ ତଥା ଆଥଲେଟ ଦୂତୀ ଚାନ୍ଦ।ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା

ଏଥର ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ଫୁଟ୍‌ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି।

୩୭ ବର୍ଷ ପୂର୍ବେ ଆଜିର ଦିନରେ… ଭାରତୀୟ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଥିଲା

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫।୬ : ୩୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା । ୧୯୮୩ ମସିହାର ଆଜିର ଦିନରେ କପିଳ ଦେବଙ୍କ ନେତୃତ୍ୱରେ ଏକ ଯୁବ ଭାରତୀୟ କ୍ରିକେଟ ଦଳ ସେତେବେଳର ବିଶ୍ୱ ବିଜୟୀ ଦୁର୍ଦ୍ଧଷ େଓ୍ଵଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ
error: Content is protected !!
Open chat