Browsing Tag

ଓଡିଶା ରିପୋର୍ଟର

ମାହାଙ୍ଗା ବ୍ଲକ କୁଆଁପାଳଠାରେ ବୁଦ୍ଧିଜୀବୀ ନାଗରିକ ମଂଚ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତଲୁବ ଅଲ୍ଲୀଙ୍କ…

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: କେବଳ ରାଜନୀତି ପାଇଁ ଜଣେ ସବୁଠି ପୂଜା ପାଇନଥାଏ । ମାନବିକତା ହିଁ ସମାଜରେ ମଣିଷର ଅସଲ ପରିଚୟ । ସାହିତ୍ୟ ଓ ସଂସ୍କୃତିର ଅନବରତ ପ୍ରଚାର ଏବଂ ପ୍ରସାର ପାଇଁ ପ୍ରାକ୍ତନ ମନ୍ତ୍ରୀ ସେକ୍‌ ମତଲୁବ ଅଲୀ ଆଜି ମୃତ୍ୟୁ ପରେ ମଧ୍ୟ

ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ରାମକୃଷ୍ଣପୁର – ପାଟପାରୀ ରାସ୍ତା ଅବସ୍ଥା ଶୋଚନୀୟ

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ରାମକୃଷ୍ଣପୁର - ପାଟପାରୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି । ଫଳରେ ପ୍ରତ୍ୟେହ ଯାତାୟାତ କରୁଥିବା ଶହ ଶହ ଲୋକ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।

ଖୁବଶୀଘ୍ର ଖୋଲିପାରେ ସ୍କୁଲ ! ! କ୍ୟାମ୍ପସ‌ ସଫେଇ ଏବଂ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦ : କରୋନା ପାଇଁ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଶିକ୍ଷକମାନେ

ଗୃହିଣୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର: ଲଗାତାର ଭାବେ ଖସୁଛି ସୁନା ଦର ! !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର

ନୀତୀଶ କୁମାର: ବିଧାୟକ ନ ଥାଇ ୬ଥର ହେଲେଣି ମୁଖ୍ୟମନ୍ତ୍ରୀ ! !

ନୂଆଦିଲ୍ଲୀ/ପାଟନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି।  ନୀତୀଶ କୁମାର ଯେତେବେଳେ ପ୍ରଥମଥର ପାଇଁ

“ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରସ୍ତୁତ” : ଭାରତୀୟ ବାୟୁସେନାର ୮୮ତମ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଜି ଅକ୍ଟୋବର ୮, ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ

କେନ୍ଦ୍ର କ୍ୟାବିନେଟ‌ ନିଷ୍ପତ୍ତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ: “ପ୍ରାକୃତିକ ଗ୍ୟାସ…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ପ୍ରାକୃତିକ ଗ୍ୟାସ ମାର୍କେଟିଂ ସଂସ୍କାରକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ଼

କଟକ – ଚାନ୍ଦବାଲି ରାଜପଥରେ ବିଭାଗୀୟ ଅବହେଳାର ଚିତ୍ର: ରିସୋ ଆପ୍ରୋଜ୍‌ ରୋଡ ନିର୍ମାଣ ନହେବାରୁ ଜନଅସନ୍ତୋଷ…

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: କଟକ - ଚାନ୍ଦବାଲି ମୁଖ୍ୟ ରାସ୍ତାରୁ ନିଶ୍ଚିନ୍ତକୋଇଲି ତହସିଲ ଛକରୁ କେନ୍ଦୁପାଟଣା ପଂଚାୟତ ରିସୋ ଗ୍ରାମ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁ ଡି ରାସ୍ତାଠାରୁ ନଟରା ପର୍ଯ୍ୟନ୍ତ ନିର୍ମାଣ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ମହିଳା କମାଣ୍ଡୋ ଉଦ୍ଧାର କଲେ ଲ୍ୟାଣ୍ଡମାଇନ – ପଣ୍ଡ କଲେ ମାଓ…

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା

କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆର ଜ୍ଵଳନ୍ତ ଉଦାହରଣ: ଦିବ୍ୟାଙ୍ଗଙ୍କ ପାଇଁ…

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଡମ୍ବନାର ବିଷୟ କଟକ ଜିଲ୍ଳା
error: Content is protected !!
Open chat