Browsing Tag

ଓଡିଶା ରିପୋର୍ଟର

ମୋତେ ଧମକ ଦିଆଯାଉଛି, ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ଲାଗିଲାଣି: କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୩/୦୯ : ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ

ରାଜ୍ୟ କ୍ୟାବିନେଟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ : ଆଇନଜୀବୀଙ୍କୁ ମିଳିବ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ, ୧୯୮୭ରେ କେତେକ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଭଳି ପରିସ୍ଥିତି ଉପୁଜୁଥିବାରୁ ଆଇନ ବ୍ୟବସାୟ

ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ :ସମଗ୍ର ବିଶ୍ବ ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ଏକଜୁଟ ହେଉଛି ଓ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଶି ବେଜିଙ୍ଗ୍‌କୁ ସବୁ କ୍ଷେତ୍ରରେ ପଛକୁ ଧକ୍କା ଦେବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର

କେନ୍ଦ୍ର ସରକାରଙ୍କ ନୂଆ ନିୟମ : କେନ୍ଦ୍ର ‘ସି’ ସ୍ତରର ସରକାରୀ ପଦରେ ଉତ୍ତମ ଖେଳାଳୀଙ୍କୁ ସିଧା ଭର୍ତ୍ତି କରିବା ପାଇଁ…

ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ଖେଳାଳୀଙ୍କ ପାଇଁ ଏବେ ସରକାରୀ ଚାକିରୀ ପାଇବା ସହଜ ହେବ । କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣି ସ୍ପୋର୍ଟ୍ସ କାଟାଗୋରୀକୁ ଅଧିକ ବ୍ୟାପକ କରିଦେଇଛନ୍ତି । କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଜାରି ଏକ ଆଦେଶରେ କହିଛି ଯେ କେନ୍ଦ୍ର ‘ସି’ ସ୍ତରର

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା କରୋନା ସଂକ୍ରମିତଙ୍କ ଠାରୁ ୩ ଗୁଣ ଅଧିକ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨ ହଜାର ୨୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ଆରୋଗ୍ୟ ହାର ୭୭ ପ୍ରତିଶତ ଛୁଇଁବାକୁ ଯାଉଛି। ଏବେ ଏହି ହାର ୭୬.୯୮ ପ୍ରତିଶତ ରହିଛି। ଆରୋଗ୍ୟ ସଂଖ୍ୟା ୨୯ଲକ୍ଷ ଅତିକ୍ରମ କରିଥିବା ସ୍ୱାସ୍ଥ୍ୟ

ଅଯୋଧ୍ୟ ବିକାଶ ପ୍ରାଧିକରଣ ବୋର୍ଡ ଦ୍ଵାରା ରାମ ମନ୍ଦିର ନକ୍ସା ପାସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୩/୦୯:ଅଯୋଧ୍ୟାରେ ତିଆରି ହେଉଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନକ୍ସା ଆଜି ପାସ୍ କରିଦିଆଯାଇଛି। ଅଯୋଧ୍ୟ ବିକାଶ ପ୍ରାଧିକରଣ ବୋର୍ଡର ବୈଠକରେ ସର୍ବସମ୍ମତି କ୍ରମ ନକ୍ସା ପାସ୍ କରିଦିଆଯାିଛି। ୨୭୪୧୧୦ ବର୍ଗ କିଲୋମିଟର ଓପନ ଏରିଆ ଓ ପ୍ରାୟ ୧୩୦୦୦ ବର୍ଗ

କ୍ୟାବିନେଟର ବଡ ନିଷ୍ପତ୍ତି : ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ ମୋହର: ରାଜ୍ୟର ସବୁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ

ଐତିହ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମଂଜୁରୀ: ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ

ଚୀନ ଉପରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ, PUBG ସହ ବ୍ୟାନ ହେଲା ୧୧୮ ଚାଇନା ଆପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର PUBG ସମେତ 118 ଟି ଚାଇନାର ମୋବାଇଲ୍ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର ଦିନ PUBG ସମେତ 118 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି।

୧୦ ଟଙ୍କାରେ ମିଳିବ ୪ଟି “ମୋଦୀ ଇଡ଼ଲି”

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାଲେମ ୦୨/୦୯ : ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଇଡଲି ଖାଉଥିବା ଲୋକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦୀ ଇଡଲି’ ବିକ୍ରୟ ପାଇଁ
error: Content is protected !!
Open chat