Browsing Tag

ଓଡିଶା

ରାଜ୍ୟରେ ଖୋଲିବ ଆଉ ତିନି ନୂଆ କୋଭିଡ୍‌ ହସ୍‌ପିଟାଲ୍ : ୨ଟି ଏସ୍‌ସିବିରେ ଓ ଗୋଟିଏ କୋରାପୁଟ ମେଡିକାଲ କଲେଜରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ମଧ୍ୟ ମଜଭୁତ କରାଯାଉଛି । ସେହିକ୍ରମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ତିନିଟି କୋଭିଡ୍‌ ହସ୍‌ପିଟାଲ୍‌ ଖୋଲିବ । ଏସ୍‌ସିବି

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଲୋକଙ୍କ ଆଶା ଓ

ଆଜିଠୁ ଜେଇଇ ମେନ୍‌, ନିଟ୍‌ ପ୍ରବେଶିକା : କଡ଼ା ସୁରକ୍ଷା, ସାମାଜିକ ଦୂରତାକୁ ଗୁରୁତ୍ୱ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜିଠୁ ଜେଇଇ ଓ ନିଟ୍‌ ପ୍ରବେଶିକା ପରୀକ୍ଷା । ଏଥିପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ସୁରକ୍ଷା ପ୍ରସଙ୍ଗରେ ବିଏମ୍‌ସି ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ରାଜଧାନୀର ୬ଟି ଓ

ଭୁବନେଶ୍ବର ଓ କଟକରେ ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି, ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ

ଆଜି ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ

ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ : ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା । ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା,

ପାକିସ୍ତାନକୁ ଛାଡି ସମସ୍ତ ପଡୋଶୀ ଦେଶଙ୍କୁ କରୋନା ଭ୍ୟାକସିନ୍ ଦେବାରେ ସାହାଯ୍ୟ କରିବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: କରୋନା ମହାମାରୀର ତାଣ୍ଡବ ଶେଷ ହୋଇନି। ପ୍ରତିଦିନ ଭାରତ ସହ ସାରା ବିଶ୍ବରେ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ପାଇଁ ଭାରତ ପକ୍ଷରୁ ଭ୍ୟାକସିନ୍ ତିଆରି କରିବାର ଉଦ୍ୟମ ଜାରି ରହିଛି। ଏହି ଭ୍ୟାକସିନ୍ ଯୋଜନାର ସୂଚନା ଦେଇ କିଛି

ସାବଧାନ ! ! ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର – ଗୁଗୁଲ ବିରୋଧରେ ଦାୟର ହେଲା ମାମଲା…

ଗୁଗୁଲ ଲୋକେସନ ଆପ୍ଲିକେସନରେ ରହିଛି ତ୍ରୁଟି କି ? ନିୟମ ଉଲଙ୍ଘନ କରୁଛି କି ଗୁଗୁଲ ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରି ନଜର ରଖୁଛି ଗୁଗୁଲ !! ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ : ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ

ଅଦାଲତ ଅବମାନନା ମାମଲା: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନ କଲେ ସୁପ୍ରିମକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା

‘ରାଜଧାନୀ ଦଶହରା ୨୦୨୦’: ଆଲୋକମାଳା ତଥା ତୋରଣ ଏବଂ ରାବଣ ପୋଡ଼ି ନେଇ କଟକଣା – ଏ ବର୍ଷ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ :  ଚଳିତବର୍ଷ କରୋନା ମହାମାରୀ ପ୍ରକୋପ କାରଣରୁ ରାଜଧାନୀ ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗାପୂଜା । ଭୁବନେଶ୍ୱରରେ ଆଡମ୍ବର ଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ

ଏମସ‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ସୁସ୍ଥ ହୋଇ ଘରକୁ ଫେରିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସୋମବାର ସକାଳୁ ତାଙ୍କୁ ଦିଲ୍ଲୀ ଏମସ୍‌ରୁ ଡିସଚାର୍ଜ କରାଯାଇଛି। କରୋନାରୁ ଆରୋଗ୍ୟ ଲାଭ କରିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀର
error: Content is protected !!
Open chat