ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡିର ସମନ୍, ପିଏ-ପିଏସ ଗିରଫ
ମୁମ୍ବାଇ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୧୦୦ କୋଟି ଟଙ୍କାର ଳାଞ୍ଚ କାରବାର ମାମଲାରେ ପୁଣିଥରେ ଅଡୁଆରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ଘରେ ଚଢାଉ କରିଥିଲା। ଏବେ ତାଙ୍କର ପିଏ ଓ ପିଏସଙ୍କୁ ଗିରଫ କରିଛି ଇଡି। ପିଏମଏଲଏ!-->…