ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ
ନୀଳଗିରି: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମର। ଗ୍ରାମର ଗୁତୁବାରି ସିଂହ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ୍ଙ୍କ ମଧ୍ୟରେ ଝଗଡ଼ା ହୋଇ କୌଣସି ଘଟଣା ନେଇ!-->…
