Browsing Tag

ପବ୍ଲିଶ

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର‌

୧୧୨ ତ୍ବରିତ ସେବା ପାଇଁ ,୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍‌ସ, ଦମକଳ ତଥା

ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ତିଆରି ମାଂସ ବିକ୍ରୟ ଲାଗି ଅନୁମତି ଦେଲା ସିଙ୍ଗାପୁର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ସୃଷ୍ଟି କରାଯାଇଥିବା ମାଂସ ବିକ୍ରୟ ନିମନ୍ତେ ଆମେରିକୀୟ କମ୍ପାନି ‘ଇଟ୍‌ ଜଷ୍ଟ୍‍’କୁ ସିଙ୍ଗାପୁର ଅନୁମତି ଦେଇଛି। କୌଣସି ଜୀବ ହତ୍ୟା କରା ନ ଯାଇ ସୃଷ୍ଟି କରାଯାଇଥିବା ଏହି ତଥାକଥିତ ‘କ୍ଲିନ୍‌ ମିଟ୍‌’କୁ ବିଶ୍ୱରେ ପ୍ରଥମ କରି

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଲାଗୁ କରାଯାଇଛି। କିନ୍ତୁ ନାଁ ଲୋକେ ମାସ୍କ ପିନ୍ଧୁଛନ୍ତି ନା

କରୋନା ସଂକ୍ରମଣକୁ ପୁରିଲା ବର୍ଷେ ତଥାପି ଭୟରେ ବିଶ୍ୱ

ସାରା ବିଶ୍ୱରେ ଛ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୧୪ ଲକ୍ଷରୁ ଅଧକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ୨୦୧୯ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା। ଆଜି ଏହାକୁ ଗୋଟିଏ ବର୍ଷ ପୁରଣ ହୋଇଥିବା ବେଳେ କରୋନା ପ୍ରଭାବ ଯଦିଓ କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିଶ୍ୱର

ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୋଗରାଇ : ଭଲପାଇ ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିଥିଲେ। କିନ୍ତୁ ଝିଅଙ୍କ ବାପା ଓ ପରିବାର ସଦସ୍ୟ ଏହାକୁ ଗ୍ରହଣ କରି ନଥିଲେ। ବିବାହର ୫ ମାସ ପରେ ଜ୍ୱାଇଁଠାରୁ ଝିଅକୁ ଅଲଗା କରିବା ପାଇଁ ଅନର୍‌କିଲିଂ ଉଦ୍ୟମ କରିଛନ୍ତି ବାପା। ପଶ୍ଚିମବଙ୍ଗରୁ ଭଡ଼ାରେ ଗୁଣ୍ଡା ଆଣି ରାତିଅଧରେ

ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍

ନୂଆଦିଲ୍ଲୀ ୧।୧୨ : ଆଜି ଅର୍ଥାତ୍ ଡିସେମ୍ବରରୁ ସାରା ଦେଶରେ କରୋନାଣ ନୂଆ ଗାଇଡଲାଇନ୍‌ ଲାଗୁ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଆଧାରରେ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ କରୋନା ମାମଲା ବଢ଼ିବାରେ ଲାଗିଛି, ସେଠାରେ ନାଇଟ୍‌ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଯାଇପାରେ। ଗୃହ

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା…

ଗୋପ : ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପ ଥାନା ବନ୍ତଳୀ ପଞ୍ଚାୟତର

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଝାରସୁଗୁଡ଼ା : ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ

ଦେଶରେ ଦିନକରେ ୩୧ ହଜାର ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୨,୮୧୦ରେ ପହଞ୍ଚିଛି। ସେହିଭଳି ଆଜି ୪୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୫,୬୦୩ ରହିଥିବାବେଳେ
error: Content is protected !!
Open chat