Browsing Tag

ପବ୍ଲିଶ

ଓଡ଼ିଶାର ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଏବଂ ଜୟପୁର ବିମାନବନ୍ଦର ଲାଗି ୧୭.୫୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି:…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧୀନରେ ଓଡ଼ିଶାର ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶର ସ୍ଥିତିକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ

କରୋନା ଟେଷ୍ଟିଂ ପାଇଁ ଦେଶରେ ତିଆରି ହୋଇଥିବା ‘ଫେଲୁଦା’କୁ ଡିସିଜିଆଇ ଅନୁମତି କମ୍‌ ଖର୍ଚ୍ଚ, କମ୍‌ ସମୟରେ ହେବ ନମୁନା…

ଆର୍‌ଟି-ପିସିଆର୍‌ ପରୀକ୍ଷା ଭଳି ଦେଉଛି ଫଳାଫଳ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆର୍‌ଆଇଏସ୍‌ପିଆର୍‌ ଟେଷ୍ଟିଂ କିଟ୍‌ ‘ଫେଲୁଦା’କୁ ଡ୍ରଗ କଣ୍ଟ୍ରୋଲର

ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ

ପୁରୀ ପେଣ୍ଠକଟାରେ ଚର୍ଚ୍ଚା :କଙ୍କଡ଼ା ଦେହରେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ

ପୁରୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଙ୍କଡ଼ା ଶରୀରରେ ଠାକୁରଙ୍କ ଛବି! ନିରେଖିଲେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ । ଏହି ବିଚିତ୍ର କଙ୍କଡ଼ା ଦେଖିବାକୁ ପେଣ୍ଠକଟାରେ ଭିଡ଼ ଲାଗିଛି । ପେଣ୍ଠକଟା ବେହେରା ସାହିର ଜନାର୍ଦ୍ଦନ ବେହେରା । ସେ ଜଣେ ମାଛ ବ୍ୟବସାୟୀ । ରବିବାର

ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ

ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିଲେ ସ୍ଲାଇଡ୍‌ ଅପ୍‌ ପାଇଁ ବିଦ୍ୟାର୍ଥୀ କରିବେ ଆବେଦନ ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ

ଆଜିଠାରୁ ଆଇପିଏଲ୍‍ର ୧୩ଶ ସଂସ୍କରଣ

ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ!ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରର କମ୍ପ୍ୟୁଟର ହ୍ୟାକ, ପ୍ରଧାନମନ୍ତ୍ରୀଙ୍କ ଠାରୁ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ସେପ୍ଟେମ୍ବର ଆରମ୍ଭରୁ ଚୀନ୍‌ ଦ୍ବାରା କରାଯାଇଥିବା ତଥ୍ୟ ଚୋରି ଘଟଣା ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅନେକ କମ୍ପ୍ୟୁଟରକୁ ହ୍ୟାକରଙ୍କ ଦ୍ୱାରା ହ୍ୟାକ୍ କରାଯାଇଥିବା ଜଣା ପଡ଼ିଛି |

ସି-ସୋର ଚିଟଫଣ୍ଡ ଲିଙ୍କ୍‍ ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ବର ୟୁନିଟ୍ ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି। ଏଥି

ତାଳଚେର – ବିମଳାଗଡ ପ୍ରସ୍ତାବିତ ରେଳପଥ: ୧୬ ବର୍ଷ ବିତିଗଲା, ଜମିଦେଇ ପାରିଲେନି ରାଜ୍ୟ ସରକାର ! ! ହାଇକୋର୍ଟରେ…

ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : ଏହାରି ଭିତରେ ୧୬ ବର୍ଷ ବିତିଗଲା କିନ୍ତୁ ରାଜ୍ୟ ସରକାର ବିମଳାଗଡ -ତାଳଚେର ରେଳ ପଥ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ କରି ଦେଇପାରିଲେନି, ସଂଗ୍ରାମ ସମିତି ସମସ୍ତ ରାସ୍ତା ଅନୁସରଣ କରି ବିଫଳ ହେବା ପରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି
error: Content is protected !!
Open chat