Browsing Tag

ସଂବାଦ ଦାତା

ଆଇନ ଜାଲରେ ସାଂଘାତିକ ଫସିଲେ ରିୟା : ଗୋଟେ ପଟେ ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୬/୦୮ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ

ରାମ ମନ୍ଦିର ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ରାହୁଲ : କହିଲେ -“ରାମ ହିଁ ପ୍ରେମ, ରାମ ହିଁ ନ୍ୟାୟ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୦୬/୦୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟ୍ୱିଟରେ ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ କେବେ ହେଲେ ଘୃଣା

ଲୁପିନର କରୋନା ଔଷଧ: ବ୍ରାଣ୍ଡ “କୋଭିହଲ୍ଟ” ,ଟ୍ୟାବଲେଟର ଦାମ ମାତ୍ର ୪୯ ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି

ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ ଲିମିଟେଡ଼ରେ କରୋନା କଟକଣାର ଚରମ ଅବହେଳା

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଜଗାଙ୍ଗପୁର ୦୫/୦୮: ଦିନକୁ ଦିନ ବଢି ଚାଲିଛି କରୋନା ର ତାଣ୍ଡବ ।କେହି ବାଦ ପଡୁନାହାନ୍ତି ତା କବଳରୁ।ସ୍ଥିତି ଅସମ୍ଭାଳ ହେଲାଣି ସରକାରକଂ ଲକଡାଉନ ,ସଟଡାଉନ ସତ୍ୱେ ମଧ୍ୟ ଜନସାଧାରଣ ସୁରକ୍ଷିତ ନାହାନ୍ତି ।ଲକ୍ଷଣ ନଥାଇ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ରାଜଗାଙ୍ଗପୁର ରେ

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟ କୋଭିଡ ଯୋଦ୍ଧାଙ୍କୁ ଜଣାଇଲା ସମ୍ମାନ – ରାଜ୍ୟପାଳ ମଧ୍ୟ ସାମିଲ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ

ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ

Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି। ‘ଏମ୍‌ଆଇ

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ପାକ୍ ରେଳମନ୍ତ୍ରୀଙ୍କ ମନ୍ତବ୍ୟ – “ଭାରତ ଆଉ…

ଇସଲାମାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି

ପ୍ରଧାନମନ୍ତ୍ରୀ ପୂରଣ କଲେ ଭାରତ ବର୍ଷର ଉତ୍କଣ୍ଠା : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି…

ଅଯୋଧ୍ୟା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୮ : ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ

ଆଦିତ୍ୟ ମୃତ୍ୟୁ ମାମଲା, ଜେରା ହେବେ ଓଏଏସ୍‌ ଅଫିସର୍‌!

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୮: ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦୀର୍ଘ ୨୪ ଦିନ ତଦନ୍ତରେ ଜିଆରପି ଯେଉଁ ଦିଗରେ ଆଦୌ ଆଗେଇ ନଥିଲା, ସେଇ ଦିଗକୁ ଏବେ ନଜର ପକାଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଆସିଛନ୍ତି ପ୍ରଶାସନିକ ଅଧିକାରୀ ଯାହାଙ୍କର ଆଶୀର୍ବାଦରେ
error: Content is protected !!
Open chat