Browsing Tag

ଓଡିଆ ସଂବାଦ

ଅନ୍‌ଲାଇନ୍ ଠକେଇ ଅଭିଯୋଗ: ୨ ଜଣ ଡିପ୍ଲୋମା ଛାତ୍ର ଗିରଫ, ୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : କରୋନା ଭାଇରସ୍ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ତଥା ଡିଜିଟାଲ ମାଧ୍ୟମରେ ଅଧିକାଂଶ ଆର୍ଥିକ କାମ କରୁଥିବା ବେଳେ ଏଥିରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଅନ୍‌ଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ

ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ କମୁଛି। ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଞ୍ଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି। ଏହା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ

ହଟେଇଥିଲା ପୁଣି ଲଗାଇଦେଲା: ଚେତାବନୀ ପାଇବା ପରେ ପୁଣି ଏହି ନେତାମାନଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍‌ ଲଗାଇଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର ନିଜର ଭୁଲକୁ ସଂଶୋଧନ କରିଛି। ଏହା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପୁଣି ଲାଗିଛି । ଟ୍ୱିଟର ଆଜି ସକାଳୁ ବ୍ଲୁ ଟିକକୁ ନେଇ ଅଯଥା

ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ

ନୀଳଗିରି: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମର। ଗ୍ରାମର ଗୁତୁବାରି ସିଂହ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ୍ଙ୍କ ମଧ୍ୟରେ ଝଗଡ଼ା ହୋଇ କୌଣସି ଘଟଣା ନେଇ

ଆଧାରକାର୍ଡ ହଜି ଯାଇଛି କି ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘରୋଇ ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା

ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ୍, ଦ୍ରୁତ ଗତିରେ ଆଗେଇବ ସାବାଳକ ଟିକାକରଣ : ବିଏମସି କମିସନର

ଭୁବନେଶ୍ବର :ରାଜ୍ୟରେ କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ଆଜି ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି ବିଏମସି କମିସନର । ରାଜଧାନୀରେ ବାସକରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ ଟିକା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତା ସହ ଯେଉଁମାନେ ଦ୍ୱିତୀୟ ଡୋଜ

୧୦ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ, ସମଗ୍ର ପୂର୍ବ ଭାରତରେ ସକ୍ରିୟ ହେବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ୮ ଜୁନ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ

ଭ୍ୟାକସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇଲେ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବୋଧହୁଏ ଏଥିପାଇଁ ମମତା ବାନାର୍ଜୀ ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସ୍ଥାନରେ ତାଙ୍କ ଫଟୋ ରଖିଛନ୍ତି। ପଶ୍ଚିମବଙ୍ଗରେ ତୃତୀୟ

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା

ରାଉରକେଲା : ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଛି। ଫଳରେ ସୁନ୍ଦରଗଡ଼ ଜିଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଝଟକା, ଯାଚିକା ଖାରଜ କରି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ପରିବେଶବିତ ଜୁହି ଚାୱଲାଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ | ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଂ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଅଭିଯୋଗକାରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା
error: Content is protected !!
Open chat