ଶ୍ରୀମନ୍ଦିର ପାଇଁ ନୂଆ SOP :୨୩ରୁ ସାଧାରଣ ଦର୍ଶନ, ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ମନା
ପୁରୀ ୧୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି। ଶ୍ରୀମନ୍ଦିର ଖୋଲିବା ନେଇ ନୂଆ ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପି ଅନୁସାରେ ଆସନ୍ତାକାଲି ଠାରୁ ଦୁଇ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।!-->…