କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍
ପୁଣେ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକାର ଔଷଧ କମ୍ପାନୀ ନୋଭାଭାକ୍ସ ଦ୍ବାରା ବିକଶିତ କରୋନା ଟିକାକୁ ଭାରତରେ ଉତ୍ପାଦନ ଆରମ୍ଭ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)। ନୋଭାଭାକ୍ସର ଭାରତ ଉତ୍ପାଦିତ ଟିକାର ନାମ କୋଭାଭାକ୍ସ ରଖାଯାଇଛି। ଏସ୍ଆଇଆଇର ପୁଣେସ୍ଥିତ!-->…