Browsing Tag

ଓଡିଶା ରିପୋର୍ଟର

ଏ ବର୍ଷ ମହିଳା ଆଇପିଏଲ୍ ବି ଖେଳାଯିବ : ଗାଙ୍ଗୁଲି

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ୍(ବିସିସିଆଇ) ୨୦୨୨ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ହିଁ ଖେଳାଯିବ ବୋଲି ନିଷ୍ପତ୍ତି ନେଇଛି। ଏଥିସହ ଚଳିତ ବର୍ଷ ମହିଳା ଆଇପିଏଲ୍ ମଧ୍ୟ ଅନୁଷ୍ଠିତ ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ଏହି ସୂଚନା

୭ ରୁ ଖୋଲିବ ସ୍କୁଲ-କଲେଜ, ୧୪ ରୁ ପ୍ରଥମରୁ ସପ୍ତମ ଯାଏଁ ଅଫଲାଇନ ପାଠପଢ଼ା

ଭୁବନେଶ୍ବର ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ। ରାଜ୍ୟବାସୀଙ୍କୁ

ଭାରତର ପରିଚୟ ମୋଦୀ : କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ

ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ମିଳିଲା ଅନୁମତି

ଫେବୃୟାରୀ ମାସ ପାଇଁ କୋଭିଡ ନିୟମାବଳୀ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର ୩୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଏଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଥିବାବେଳେ

ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ

ଫେବୃୟାରୀ ପହିଲାରେ ସାଧାରଣ ବଜେଟ୍ ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦର ବଜେଟ୍ ଅଧିବେଶନ ସୋମବାର(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି । ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ

ଫେବୃୟାରୀ ୧୦ରୁ ସ୍କୁଲ-କଲେଜ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଫେବୃୟାରୀ ୧୦ ତାରିଖରୁ ରାଜ୍ୟରେ ସ୍କୁଲ ଓ କଲେଜ୍‍ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଏକ ନକଲି ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ

କୋଭିଡ ସଂକ୍ରମଣ ହ୍ରାସ ପାଇବା ଏକ ସକାରାତ୍ମକ ସଙ୍କେତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡର ନୂଆ ଲହରକୁ ଭାରତ ବେଶ୍‍ ସଫଳତାର ସହ ମୁକାବିଲା କରୁଛି । ଆକାଶବାଣୀରେ  ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ କୋଟିରୁ

ଖୁବ୍‌ଶୀଘ୍ର ଖୋଲିପାରେ ସ୍କୁଲ, କେନ୍ଦ୍ର ସରକାର ଆଣୁଛନ୍ତି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର ୨୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ପାଇଁ ଦୀର୍ଘ ସମୟ ଧରି ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୁବ୍‌ଶୀଘ୍ର ଖୋଲିପାରେ । ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍‌ଲାନ୍‌ ଆଣୁଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନେ ୨ ବର୍ଷରୁ

କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ

ସତର୍କ ରହିବା ସହିତ କୋଭିଡ ସୁରକ୍ଷା ନିୟମାବଳୀ ପାଳନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ-୧୯ ସ୍ଥିତି  ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
error: Content is protected !!
Open chat