Browsing Tag

ଖବର

ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ ଲାଗିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କ ପାଇଁ…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି । । କରୋନା ସଂକ୍ରମଣ ରୋକିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜରୁରୀ ବୈଠକ କରାଯାଇ ଏଣିକି ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ

ନିବେଶକଙ୍କ ଆକଳନ: ୭୦ ହଜାର ନୁହେଁ ବରଂ ଦିପାବଳୀ ସୁଦ୍ଧା ୬୦ ହଜାର ଛୁଇଁପାରେ ସୁନା ଦର ! ! ବର୍ତ୍ତମାନ ସୁନାରେ ନିବେଶ…

ନୂଆଦିଲ୍ଲୀ/ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ସୁନା ଦାମ୍ ଏବେ ୧୦ ପ୍ରତିଶତ ତଳକୁ ଖସିଆସିଛି । ତେବେ ଆକଳନ କରାଯାଉଛି କି ଦିପାବଳୀ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କା ଟପିପାରେ । ତେଣୁ ଏବେ ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସବୁଠାରୁ ଉତ୍ତମ ସମୟ ।

ରାଜଗାଙ୍ଗପୁର: ବିଜୁ ଜନତା ଦଳ ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ପକ୍ଷରୁ ମେଗା…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୬/୦୯ : କରୋନା ମହାମାରି ସମୟରେ ଯେପରି ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥ ଡାକବଙ୍ଗଳା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ

ଧର୍ମଗଡ: ସଟସର୍କିଟରୁ ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ! !

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ଧର୍ମଗଡ ସହରର କଲେଜ ରୋଡରେ ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଷ୍ଟୋରରେ ସଟସର୍କିଟ ଯୋଗୁଁ ଗତକାଲି ରାତି ପ୍ରାୟ ତିନିଟା ସମୟରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ପେଟ୍ରୋଲିଂରେ ଯାଉଥିବା

ରାଜଗାଙ୍ଗପୁର: ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ତରଫରୁ ଗୁରୁଦିବସ ଉପଲକ୍ଷେ ଅଞ୍ଚଳର ୧୭ ଜଣ ଶିକ୍ଷକ ଓ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୫/୦୯ : ପ୍ରତି ବର୍ଷ ସେପ୍ଟେମ୍ବର ମାସ ୫ ତାରିଖକୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଏ। ଆଜି, ସେପ୍ଟେମ୍ବର ୫ ତାରିଖ, ସ୍ୱାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ମହାନ ଶିକ୍ଷକ

ରାଉରକେଲା : ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ ପିକଅପକୁ ଧରି ପୁଲିସ୍ ଜିମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୫/୦୯: ବଜରଙ୍ଗ ଦଳର କର୍ମୀମାନେ ପୁଣିଏକ ଗୋରୁ ବୋଝେଇ ପିକ୍ଅପକୁ ଧରି ପୁଲିସ୍ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଖତକୁରବାହାଲରୁ ବନ୍ଧମୁଣ୍ଡା ଦେଇ ବିଶ୍ରାକୁ ଗୋଚାଲାଣ

ରାଜଧାନୀର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୭୭ହଜାର ସଂକ୍ରମିତ, ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୫/୦୯: ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ରିପୋର୍ଟ ଦିଆଯାଇଛି। ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସହରରେ ସଂକ୍ରମଣ

ଗୁରୁଦିବସ: ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରୁଥିବା ଗୁରୁଜୀଙ୍କୁ ଆବାହନ କରିବାର ଦିନଟିଏ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ : ଗୁରୁଦିବସ ଏକ ଶୁଭ ଓ ପବିତ୍ର ଦିବସ । ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ରେଜଲ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ ଭୁବନେଶ୍ୱର - ଆଜି ,ଶନିବାର ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକବିଭାଗ ପରୀକ୍ଷା ଫଳପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ପରିଷଦର ୱେବ୍‌ ସାଇଟ୍‌ ରେ ସେମାନଙ୍କ ପରୀକ୍ଷା ଫଳ ଜାଣି ପାରିବେ । ଛାତ୍ରଛାତ୍ରୀମାନେ www.orissaresults.in ୱେବ୍‌

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ: ଆସନ୍ତା ବର୍ଷ ମଧ୍ୟ ଭାଗ ପରେ ସାର୍ବଜନୀନ ହୋଇପାରେ କରୋନା ଟୀକା

ଜେନେଭା/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି
error: Content is protected !!
Open chat