ଟ୍ୱିଟର ପାଳନ କରିନି ନୂଆ ଆଇଟି ନିୟମ ; ସରକାର ଟ୍ୱିଟର ବିରୋଧରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ – ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା ନେଇ କହିଛି। ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଟ୍ୱିଟରେ ମାନିଛି। ଏହାପରେ ହାଇକୋର୍ଟ କହିଛନ୍ତି, ନିଜ ତରଫରୁ ଟ୍ୱିଟରକୁ କୌଣସି!-->…