Browsing Tag

ରିପୋର୍ଟ

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ “ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ” ସରକାରୀ ଭାବେ ହେଲା “ଶିକ୍ଷା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବେ ସରକାରୀ ଭାବେ ଶିକ୍ଷା ମନ୍ତ୍ରାଳୟ ଭାବେ ପରିବର୍ତ୍ତିତ ହୋଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରାଯାଇ

ଗୃହମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି ହେଲେ , କିଛିଦିନ ତଳେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ନିକଟରେ ଅମିତ ଶାହା କରୋନାରୁ

ଧୋନୀ-ରାଇନାଙ୍କ ଅବସର ନେବା ପଛର କାରଣ , ରାଇନା ନିଜେ ଖୋଲିଲେ ରହସ୍ୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ପୂର୍ବତନ ଅଧିନାୟକ ଏମଏସ ଧୋନି ଅବସର ନେବାର କିଛି ସମୟ ପରେ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ପ୍ରକାଶ କରିଛନ୍ତି ଯେ ଦୁଇଜଣ କାହିଁକି ଗୋଟିଏ ଦିନରେ ଅବସର ନେଇଛନ୍ତି। ରାଇନା (ସୁରେଶ ରାଇନା) କହିଛନ୍ତି ଯେ ଚେନ୍ନାଇରେ ପହଞ୍ଚିବା

ଚୀନ୍ : ଜିନଜିଆଙ୍ଗରେ ମସଜିଦ୍ ଭାଙ୍ଗି ନିର୍ମାଣ କରିଦିଆଗଲା ସାର୍ବଜନିକ ଶୌଚାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୮/୦୮ : ଉଇଗୁର ମୁସଲମାନଙ୍କ ପ୍ରତି ଉତ୍ପିଡ଼ନ ନେଇ ଚୀନ୍‌ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ତେବେ ଜିନଜିଆଙ୍ଗ ପ୍ରାନ୍ତ ଆତୁସ୍‌ର ଏକ ଘଟଣା ସରକାରଙ୍କ କଠୋର ଇସ୍ଲାମନୀତିକୁ ପଦାରେ ପକାଇଦେଇଛି। ଏଠାରେ ଦୀର୍ଘ ବର୍ଷରୁ ଥିବା ଟୋକୁଲ

‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ : ସଂସଦୀୟ କମିଟି ତଦନ୍ତ ଦାବି କଲା କଂଗ୍ରେସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ ନେଇ ଏବେ ଦେଶବ୍ୟାପୀ ସୃଷ୍ଟି ହୋଇଛି ବିବାଦ । ଫେସବୁକ୍ ବିଜେପି ଓ ଆରଏସଏସ୍ ନେତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସ ଏହାର ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ତଦନ୍ତ

ରାଜଗାଙ୍ଗପୁର: ବିଧାୟକଙ୍କ ଦ୍ଵାରା ହସ୍ପିଟାଲ ଓ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ସେନସରଯୁକ୍ତ ସ୍ୱୟଂଚାଳିତ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୭/୦୮ : ଦୀର୍ଘ ଦିନ ହେବ ସାରା ବିଶ୍ୱରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ମହାମାରୀର ଆତଙ୍କ ତାର ତାଣ୍ଡବ ରଚି ଚାଲିଛି । ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ସମସ୍ତେ ତାର ପ୍ରଭାବରେ ପ୍ରଭାବିତ। ଏଥିରୁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର

ପରଲୋକରେ ‘ପଣ୍ଡିତଜୀ’ : ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ପାର୍କ : ଏବେ ଗାଁ ଲୋକ ପାଇବେ ଚିତ୍ତବିନୋଦନ ଲାଗି ସହର ଭଳି…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୭/୦୮: ଏବେ କାଣ୍ଡରଗଡି ଗାଁ ଲୋକେ ମଧ୍ୟ ନେଇପାରିବେ ସହର ଭଳି ପାର୍କର ମଜା । ସନ୍ଧ୍ୟା ହେଲେ ବସି ଚିତ୍ତବିନୋଦନ କରିିିିିବା ସହ ସମୟ ଅତିବାହିତ କରି ନିଜର ମନକୁ ଶାନ୍ତ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ

ରାହୁଲ ଗାନ୍ଧୀଙ୍କୁ ବିଜେପିର ତେରଛାବାଣ: “ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା” – ଭାଜପା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଉପରେ ଅଭିଯୋଗ ଆଣିିଥିଲେ

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ: ଧାର୍ଯ୍ୟ ତାରିଖରେ ହିଁ ହେବ ଜେ.ଇ.ଇ-ମେନ‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜେଇଇ-ମେନ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି
error: Content is protected !!
Open chat