ଜାନୁୟାରୀ ୩ରୁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ
					
ଭୁବନେଶ୍ବର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି :   ଜାନୁୟାରୀ ୩ରୁ  ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।  ବିଦ୍ୟାଳୟ ଗୁଡ଼ିକରେ ପୂର୍ବାହ୍ନ  ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପାଠପଢା ହେବ।
ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ!-->!-->!-->…				
						

 
			




