ବାଣପୁର : ବେଆଇନ କ୍ଲିନିକରେ ଚଢାଉ ସହ ଲକ୍ଷାଧୀକ ଟଙ୍କାର ଔଷଧ ଜବତ
ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ ପ୍ରବୀର କୁମାର ରୟ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେଲା ଏକ କ୍ଲିନିକ୍ କରି ରୋଗୀ ମାନଙ୍କୁ ଚିକିତ୍ସା କରିଆସୁଥିଲେ। କିନ୍ତୁ ଉକ୍ତ କ୍ଲିନିକ୍ ଵିନା ଲାଇସେନସରେ!-->…