Browsing Tag

ରିପୋର୍ଟ

ବିଜେଡ଼ି-ପାଠକ-ପାଣିଗ୍ରାହୀ ବିବାଦକୁ ଡ଼େଇଁଲେ ପ୍ରଦୀପଙ୍କ ପତ୍ନୀ ସୁଜାତା: ଚାଟାର୍ଡ଼ ଫ୍ଲାଇଟରେ ଆକାଶଙ୍କ ସହ…

ଭୁବନେଶ୍ୱର: ପାଠକ-ବିଜେଡ଼ି-ପାଣିଗ୍ରାହୀ ବିବାଦରେ ପ୍ରବେଶ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା । ବିଜେଡ଼ି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ ଚାଟାର୍ଡ଼ ଫ୍ଲାଇଟରେ ଆକାଶ ପାଠକଙ୍କ ସହ ପୁନେ ଓ ମୁମ୍ବାଇ ଯାଇଥିବା ସୁଜାତା ଅଭିଯୋଗ କରିଛନ୍ତି । କେବଳ ସେତିକି

ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍

ସେଣ୍ଟ ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ପ୍ରକାଶିତ ରିପୋର୍ଟରେ ସୂଚନା ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି

ଶେଷ ଦିନିକିଆ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ

କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି । ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ପୁରୀ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ୱତନ୍ତ୍ର ଆଇନ୍ ‌: ମୁଖ୍ୟମନ୍ତ୍ରୀ

ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣର ସ୍ଥିତି ସମୀକ୍ଷା କଲେ ନବୀନ ପଟ୍ଟନାୟକ ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‌ ଆଣିବେ। ସ୍ୱତନ୍ତ୍ର ଆଇନ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏଠାରେ ମଧ୍ୟ ପୁରୀ ଶ୍ରୀମନ୍ଦିର ଭଳି ଆଇନ୍‌ ପ୍ରଣୟନ ହେବ

ମ୍ୟାଲେରିଆର ଦୂରୀକରଣରେ ଭାରତର ଅଭୂତପୂର୍ବ ସଫଳତା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ୱାଶିଂଟନ : ମ୍ୟାଲେରିଆର ଦୂରୀକରଣରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ-୨୦୨୦ ଅନୁସାରେ ଭାରତରେ ୨୦୧୯ରେ ୨୦୧୮ ତୁଳନାରେ ମ୍ୟାଲେରିଆରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧୭.୬ ଭାଗ କମ୍‍ ଥିବା

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର‌

୧୧୨ ତ୍ବରିତ ସେବା ପାଇଁ ,୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍‌ସ, ଦମକଳ ତଥା

ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ତିଆରି ମାଂସ ବିକ୍ରୟ ଲାଗି ଅନୁମତି ଦେଲା ସିଙ୍ଗାପୁର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ସୃଷ୍ଟି କରାଯାଇଥିବା ମାଂସ ବିକ୍ରୟ ନିମନ୍ତେ ଆମେରିକୀୟ କମ୍ପାନି ‘ଇଟ୍‌ ଜଷ୍ଟ୍‍’କୁ ସିଙ୍ଗାପୁର ଅନୁମତି ଦେଇଛି। କୌଣସି ଜୀବ ହତ୍ୟା କରା ନ ଯାଇ ସୃଷ୍ଟି କରାଯାଇଥିବା ଏହି ତଥାକଥିତ ‘କ୍ଲିନ୍‌ ମିଟ୍‌’କୁ ବିଶ୍ୱରେ ପ୍ରଥମ କରି

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଲାଗୁ କରାଯାଇଛି। କିନ୍ତୁ ନାଁ ଲୋକେ ମାସ୍କ ପିନ୍ଧୁଛନ୍ତି ନା

କରୋନା ସଂକ୍ରମଣକୁ ପୁରିଲା ବର୍ଷେ ତଥାପି ଭୟରେ ବିଶ୍ୱ

ସାରା ବିଶ୍ୱରେ ଛ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୧୪ ଲକ୍ଷରୁ ଅଧକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ୨୦୧୯ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା। ଆଜି ଏହାକୁ ଗୋଟିଏ ବର୍ଷ ପୁରଣ ହୋଇଥିବା ବେଳେ କରୋନା ପ୍ରଭାବ ଯଦିଓ କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିଶ୍ୱର

ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୋଗରାଇ : ଭଲପାଇ ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିଥିଲେ। କିନ୍ତୁ ଝିଅଙ୍କ ବାପା ଓ ପରିବାର ସଦସ୍ୟ ଏହାକୁ ଗ୍ରହଣ କରି ନଥିଲେ। ବିବାହର ୫ ମାସ ପରେ ଜ୍ୱାଇଁଠାରୁ ଝିଅକୁ ଅଲଗା କରିବା ପାଇଁ ଅନର୍‌କିଲିଂ ଉଦ୍ୟମ କରିଛନ୍ତି ବାପା। ପଶ୍ଚିମବଙ୍ଗରୁ ଭଡ଼ାରେ ଗୁଣ୍ଡା ଆଣି ରାତିଅଧରେ
error: Content is protected !!
Open chat