Browsing Tag

Chandbali

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ: ପୋଲିସ ଜାଣିଶୁଣି ଫେରାର କରିଥିବା ଅଭିଯୋଗ ! !

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ ! ! ଏକ ନାବାଳିକା ଅପହରଣ ମାମଲାରେ ଚାନ୍ଦବାଲି ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ଥାନାର ପଛପଟ ଝରକା ତାଡି…

କେନ୍ଦ୍ର ସରକାର କୃଷକ ମାରଣ ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ: ସି.ପି.ଆଇ.,ଚାନ୍ଦବାଲି ବ୍ଲକ

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୯ : କେନ୍ଦ୍ରରେ ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା…

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ: ସାଠିବାଙ୍କୁଡ଼ା ଗ୍ରାମର ଗୋଟିଏ ପରିବାରରୁ ୬ କରୋନା ପଜିଟିଭ ଚିହ୍ନଟ – ଓଳଗ…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୨୦/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର ସାଠିବାଙ୍କୁଡ଼ା ଗ୍ରାମରେ ଗୋଟିଏ ପରିବାରର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଷାଠିବାଙ୍କୁଡ଼ା ଗାଁକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ କରାଯାଇଛି । ଏହାସହ…

ଚାନ୍ଦବାଲି ଏନ.ଏ.ସି ଅଞ୍ଚଳ: ବିପନ୍ନ ଡ୍ରେନେଜ ଓ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର – ଦୁଇ ଦିନର ଲଘୁଚାପ ଜନିତ…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୮/୦୮: ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଅଧିକାଂଶ ସ୍ଥାନରେ ଜମି ରହୁଛି ଏପରିକି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମି ରହିଛି ଏବଂ କାହାର ଶୋଇବା ଘରେ ବର୍ଷା…

ଚାନ୍ଦବାଲି ବ୍ଲକ ଭାଟପଡ଼ା: ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର କୃତି…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୬/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡ଼ାର ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଟ୍ରିକ (ଦଶମ) ବୋର୍ଡ଼ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି…

ବେହାଲ ଚାନ୍ଦବାଲି : ୨ ଦିନର ଲଗାଣ ବର୍ଷାରେ ଘରେ ପଶିଲା ନର୍ଦ୍ଦମା ପାଣି – ଉଜୁଡା ଡ୍ରେନେଜ ଓ ପରିମଳ…

ଚାନ୍ଦବାଲି/ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡିଶା ତଥା ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ଚାନ୍ଦବାଲିରେ ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରର ହାଲବେହାଲ ହୋଇଯାଇଛି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା…

ମହିମା ମଣ୍ଡିତ “ବାବାମଣି” : ଅଲୌକିକ ସେ ପୀଠ ‘ଆରଡ଼ି ଧାମ’

ଆରଡି ରୁୁ ସ୍ୱତନ୍ତ୍ର ଉପସ୍ଥାପନା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର…
error: Content is protected !!
Open chat