Browsing Tag

china

ଚୀନ୍ ନିଜର ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଭାରତର ଉପଗ୍ରହ ପ୍ରଣାଳୀ ଉପରେ ଆକ୍ରମଣ କରିଥିଲା

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଚୀନ୍‌ ଗତ କିଛି ବର୍ଷ ଧରି ପ୍ରୟାସ କରିଆସୁଛି । ସିଏ ସନ୍ତର୍ପଣରେ ନିଜର କିଛି ଶତ୍ରୁ ଦେଶ ଉପରେ ଏହାର ପ୍ରୟୋଗ ବି କରୁଛି । ଭାରତର ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ବି ସିଏ ଟାର୍ଗେଟ…

ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ଙ୍କ ପୁନର୍ବାର ଦାବି : ଊହାନ୍ ଲ୍ୟାବ୍‌ରେ ସୃଷ୍ଟି କରୋନା ଭାଇରସ୍ ମନୁଷ୍ୟକୃତ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି। ନିକଟରେ ‘ୱିଅନ୍‌’ ସହ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, କୋଭିଡ୍-୧୯ ବିସ୍ତାର…

ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ…

ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ :ସମଗ୍ର ବିଶ୍ବ ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ଏକଜୁଟ ହେଉଛି ଓ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଶି ବେଜିଙ୍ଗ୍‌କୁ ସବୁ କ୍ଷେତ୍ରରେ ପଛକୁ ଧକ୍କା ଦେବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର…

ଚୀନ ଉପରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ, PUBG ସହ ବ୍ୟାନ ହେଲା ୧୧୮ ଚାଇନା ଆପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର PUBG ସମେତ 118 ଟି ଚାଇନାର ମୋବାଇଲ୍ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର ଦିନ PUBG ସମେତ 118 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି।…

ଭାରତ-ଚୀନ ପୁଣି ମୁହାଁମୁହିଁ ହେଲେ : ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ଜୁନ ୧୫ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ…

ଚୀନ୍ : ଜିନଜିଆଙ୍ଗରେ ମସଜିଦ୍ ଭାଙ୍ଗି ନିର୍ମାଣ କରିଦିଆଗଲା ସାର୍ବଜନିକ ଶୌଚାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୮/୦୮ : ଉଇଗୁର ମୁସଲମାନଙ୍କ ପ୍ରତି ଉତ୍ପିଡ଼ନ ନେଇ ଚୀନ୍‌ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ତେବେ ଜିନଜିଆଙ୍ଗ ପ୍ରାନ୍ତ ଆତୁସ୍‌ର ଏକ ଘଟଣା ସରକାରଙ୍କ କଠୋର ଇସ୍ଲାମନୀତିକୁ ପଦାରେ ପକାଇଦେଇଛି। ଏଠାରେ ଦୀର୍ଘ ବର୍ଷରୁ ଥିବା ଟୋକୁଲ…

ଚୀନରେ ଖାଦ୍ୟ ସଙ୍କଟ : ସରକାରଙ୍କ ଦ୍ୱାରା ଆରମ୍ଭ ହେଲା କ୍ୟାମ୍ପେନ ‘କ୍ଲିନ୍ ୟୋର ପ୍ଲେଟ୍’

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୫/୦୮ : ଚୀନରେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ଏ କଥା କ୍ଷମତାସୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ ସ୍ବୀକାର ନ କଲେ ମଧ୍ୟ ତାଙ୍କ କାର୍ଯ୍ୟ ପ୍ରଣାଳୀରୁ ଏହା ସ୍ପଷ୍ଟ ହୋଇ ଯାଇଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ, ଆମେରିକା ପରି ଦେଶରୁ…

ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ : ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ…
error: Content is protected !!
Open chat