Browsing Tag

Corona Positive

କରୋନା ସଂକ୍ରମିତ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବିହାରରେ କରୋନା ଭାଇରସ୍ ସଂକ୍ରମଣ କମିବାର ନାମ ନେଉନାହିଁ । ଏହି ସଂକ୍ରମଣ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିଛି। ସେହିପରି ଓମିକ୍ରନ୍ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ…

୩ ଦିନ ପାଇଁ ପୁଣି ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ : ସଂକ୍ରମିତ ହେଲେ ଲ୍ୟାବ୍‍ ଟେକ୍ନିସିଆନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବୁର୍ଲା ୩୦/୦୮: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ…

ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୧୪/୦୮: ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଲ ଦାସ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ…

ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ : ମନ୍ଦିର ବନ୍ଦ କରିବା ପାଇଁ ଲୋକଙ୍କ ଦାବି

କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୧୧/୦୮: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି।…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଭିଡ-୧୯ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମଣରେ ଆକ୍ରାନ୍ତ । ତାଙ୍କର କୋଭିଡ-୧୯ ପରୀକ୍ଷାରୁ ଏହା ଜଣାପଡ଼ିଛି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି,ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ତାଙ୍କ…

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଳି ୦୮/୦୮: ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ପଜିଟିଭ ଚିନ୍ହଟ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବରିଷ୍ଠ କାର୍ଯ୍ୟକର୍ତା, ଶୁଭେଚ୍ଛୁ ଓ ସମର୍ଥକଙ୍କ ତରଫରୁ ଗତ କାଲି ଆଳିର…

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ…
error: Content is protected !!
Open chat