୧୮୫୭ରେ ଇଂରେଜ ବିରୋଧରେ ଓ ୨୦୧୪ରେ ହିନ୍ଦୁତ୍ଵ ପାଇଁ ଆରମ୍ଭ ହୋଇଛି ଯୁଦ୍ଧ: ସୁବ୍ରମଣ୍ୟମ ସ୍ବାମୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୭/୦୮ :ଭାରତରେ କେବେ କେବେ ଯୁଦ୍ଧ ହୋଇଛି ଏବଂ ଦେଶବାସୀଙ୍କୁ କିପରି ସ୍ବାଧୀନତା ମିଳିଛି ସେ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍ କରି କହିଛନ୍ତି। ତେବେ ଏଥିରେ ସେ ଏପରି ଏକ ଯୁଦ୍ଧ କଥା ଉଠାଇଛନ୍ତି, ଯାହାକୁ ନେଇ ବିବାଦର!-->…