Browsing Tag

news

ରାଜ୍ୟର ଏମ.‌ଏସ.‌ଏମ.‌ଇ.ରେ ଉତ୍କର୍ଷତା ଭାରତ ସରକାରଙ୍କ “ଏକ ଜିଲ୍ଲା ଏକ ଉତ୍ପାଦ” କାର୍ଯ୍ୟକ୍ରମରେ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମର ରୂପାୟନରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉତ୍କର୍ଷ ସହାୟକ ହେବ ବୋଲି ଶକ୍ତି, ଶିଳ୍ପ,

ଭାରତର ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

-ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଦେଶର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି-ଆଇଏନ୍‍-ସ୍ପେଶର ପ୍ରତିଷ୍ଠା ମହାକାଶ ଅଭିଯାନରେ ଭାରତକୁ ଆତ୍ମନିର୍ଭର କରିବ-‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍‍ ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ-ଭାରତ’ର

ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ : ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ କହିଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କା

ନିତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ

ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ଓଡ଼ିଶା ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର

ଭାରତ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପକୁ ମିଳିଛି ସଫଳତା – ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି:…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସରକାରଙ୍କ ବାଘ ପ୍ରକଳ୍ପକୁ ସଫଳତା ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି ବୋଲି ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡ଼ା ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ

ବିଳାସ ସାମଗ୍ରୀ ବର୍ଗରୁ ବାଦ ପଡ଼ିବ – କମିବ ଟିକସ : ଶସ୍ତା ହୋଇପାରେ ମୋଟର ସାଇକେଲ, ମୋପେଡ଼, ସ୍କୁଟର

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା : ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଦୁଇଚକିଆ ଯାନ ଉପରୁ ଟିକସ କମାଇ ପାରନ୍ତି । ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ

ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ହେଲା ବେହାଲ: ଜଳବନ୍ଦୀ ଅବସ୍ଥାରେ ଅଧିକାଂଶ ଜିଲ୍ଲାବାସୀ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ-ନାଳ : ରାଜ୍ୟରେ ଦେଖା ଦେଇଛି ବନ୍ୟା ଆଶଙ୍କା ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮ : ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିିବା ବେଳେ ପ୍ରାୟ ସମସ୍ତ ଅଞ୍ଚଳ ପ୍ରଭାବିତ ହୋଇଛି । ଗତକାଲି ମଙ୍ଗଳବାର

‘ରିସାଇକେଲ୍‌ ମ୍ୟାନ୍ ଅଫ୍ ଇଣ୍ଡିଆ’ – ବିନିଶ ଦେଶାଇ: ବ୍ୟବହୃତ ଫେସମାସ୍କ ଓ ପିପିଇ କିଟ‌ରୁ ତିଆରି କରୁଛନ୍ତି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୮ : ମହାମାରୀ କରୋନା ପରିସ୍ଥିିତିରେ ନ‌ଷ୍ଟ ତଳେ ଯାଉଥିବା ଡାକ୍ତରୀ ବର୍ଜ୍ୟବସ୍ତୁର ପୁନର୍ବ୍ୟବହାର କରି ଚର୍ଚ୍ଚା ପାଲଟିଛନ୍ତି ‘ରିସାଇକେଲ୍‌ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ବିନିଶ ଦେଶାଇ। ସେ ପିପିଇ କିଟ୍‌ ଏବଂ ଫେସ୍‌ମାସ୍କରୁ

ସରକାରଙ୍କ ଲକ୍‌ଡାଉନ୍‌ ‌ଜାରି ଯୋଗୁଁ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି: ସୁପ୍ରିମ୍ କୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: କଠୋର ଲକ୍‌ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଥିବା କଥା ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ
error: Content is protected !!
Open chat