ମିସ୍ଡ କଲ୍ରେ ମିଳିବ ନୂଆ ଏଲ୍ପିଜି ସଂଯୋଗ
ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଗ୍ରାହକମାନେ ନିଜ ମୋବାଇଲ୍ରୁ ମିସ୍ଡ କଲ୍ କରି ନୂଆ ଏଲ୍ପିଜି ସଂଯୋଗ ପାଇପାରିବେ। ଇଣ୍ଡିଆନ ଅଏଲ୍ର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ ଆଜି ଏହି ସେବା ଆରମ୍ଭ କରିଛନ୍ତି। ଲୋକମାନେ ନୂଆ ଏଲ୍ପିଜି ସଂଯୋଗ ହାସଲ କରିବା ଲାଗି କଂପାନି ଜାରି କରିଥିବା!-->…