Browsing Tag

odia sambad

ଭଦ୍ରକ ଜିଲ୍ଲା ଆରଡ଼ି ପଞ୍ଚାୟତରେ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ଥାନୀୟ ସରପଞ୍ଚ

ଭଦ୍ରକ/ଆରଡ଼ି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଗତ ଲଘୁଚାପରେ ସ୍ଥାନୀୟ ଅଞ୍ଚଳ ଏବଂ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଭଦ୍ରକ ଜିଲ୍ଲାର ଜଳଦେଶ ଭାବେ ପରିଚିତ, ଚାନ୍ଦବାଲି ବ୍ଲକ, ଆରଡ଼ି ଅଞ୍ଚଳର ୧୪ଟି ପଞ୍ଚାୟତରେ

ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର !

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୧/୦୯ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଆଜି ରାଜଗାଙ୍ଗପୁର ପୋଲିସ ଉଦ୍ଧାର କରିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ଲିପିଲୋଇ ଝୁମ୍ପୁଡିପଡ଼ାର ବିଜୟ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଲା, କରୋନା କଟକଣା ମାନିବେ ପର୍ଯ୍ୟଟକ

କୋଣାର୍କ/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯: ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସୂର୍ଯ୍ୟମନ୍ଦିର ଖୋଲିଛି । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ

ରାଜ୍ୟରେ ଖୋଲିବ ଆଉ ତିନି ନୂଆ କୋଭିଡ୍‌ ହସ୍‌ପିଟାଲ୍ : ୨ଟି ଏସ୍‌ସିବିରେ ଓ ଗୋଟିଏ କୋରାପୁଟ ମେଡିକାଲ କଲେଜରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ମଧ୍ୟ ମଜଭୁତ କରାଯାଉଛି । ସେହିକ୍ରମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ତିନିଟି କୋଭିଡ୍‌ ହସ୍‌ପିଟାଲ୍‌ ଖୋଲିବ । ଏସ୍‌ସିବି

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଲୋକଙ୍କ ଆଶା ଓ

ଆଜିଠୁ ଜେଇଇ ମେନ୍‌, ନିଟ୍‌ ପ୍ରବେଶିକା : କଡ଼ା ସୁରକ୍ଷା, ସାମାଜିକ ଦୂରତାକୁ ଗୁରୁତ୍ୱ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜିଠୁ ଜେଇଇ ଓ ନିଟ୍‌ ପ୍ରବେଶିକା ପରୀକ୍ଷା । ଏଥିପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ସୁରକ୍ଷା ପ୍ରସଙ୍ଗରେ ବିଏମ୍‌ସି ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ରାଜଧାନୀର ୬ଟି ଓ

ଭୁବନେଶ୍ବର ଓ କଟକରେ ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି, ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ

ରିଲିଜ୍‌ ହେଲା ଫିଲ୍ମ ପୋଷ୍ଟର ‘ଶଶାଙ୍କ’ – ସୁଶାନ୍ତଙ୍କ ଭଉଣୀଙ୍କ ଆହ୍ୱାନ , କହିଲେ – ‘ବୟକଟ୍‌ କର’

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୧/୦୯ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ରାଜ୍‌ ବବ୍ବର ଓ ନାଦିରା ବବ୍ବରଙ୍କ ପୁଅ  ଆର୍ଯ୍ୟ ବ୍ବର ,ଅନେକ ବଡ଼ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ୍‌ କରିବା ପରେ ଏବେ  ସୋ ଛୋଟ ଛୋଟ ଫିଲ୍ମରେ  ବଡ଼ ରୋଲ୍‌ କରୁଛନ୍ତି । ନିକଟରେ  ତାଙ୍କର ପଞ୍ଜାବୀ  ଫିଲ୍ମ 

ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୯ : ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଇଚ । ସଂସଦର ଉଭୟ ସଦନ ବିନା ଛୁଟିରେ ଏବଂ ଶନିବାର ଓ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ । ସୂଚନା

କରୋନା ଯୋଗୁଁ କଟକଣା :ରାଜଧାନୀରେ ନିରାଡମ୍ବର ଭାବେ ହେବ ଦୂର୍ଗା ପୂଜା : ଦୁଆର ଦୁଆର ବୁଲି ଆଦାୟ ହେବନି ଚାନ୍ଦା- ଏହି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ଚଳିତ ବର୍ଷ କରୋନା ଯୋଗୁଁ ଅନେକ କଟକଣା । ତେବେ ପରମ୍ପରା ରକ୍ଷା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ନିରାଡମ୍ବର ଭାବେ ଦୂର୍ଗା ପୂଜା କରାଯିବ । ୯୦ ପ୍ରତିଶତରୁ କମ୍‌ ଖର୍ଚ୍ଚ କରାଯବ । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ ବୋଲି ମୋଟ
error: Content is protected !!
Open chat