Browsing Tag

publish

ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆ‌ର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆ‌ରର ଅତିରିକ୍ତ

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଇତିହାସ ରଚିଲେ ଶ୍ରୀକାନ୍ତ

ହ୍ୟୁଲ୍‌ଭା (ସ୍ପେନ୍‌): ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ପୁରୁଷ ଏକକ ବା ସିଙ୍ଗଲ୍‌ସ ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲରେ ଶ୍ରୀକାନ୍ତ

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ

ସଭ୍ୟ ସମାଜରେ ମିଛ ଏନକାଉଣ୍ଟରର ସ୍ଥାନ ନାହିଁ- ଏନଏଚଆରସି ମୁଖ୍ୟ

ଗୁଆହାଟି (ଆସାମ) ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର

ୟୁକ୍ତ-୩ ରେ ଯୋଡ଼ି ହେଲା ନୂଆ ବିଷୟ : ନୀତିଶାସ୍ତ୍ର ଓ ମୂଲ୍ୟବୋଧ

ଭୁବନେଶ୍ବର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜି ବା ଅଣ୍ଡର ଗ୍ରାଜୁଏଟରେ ଯୋଡ଼ି ହେଲା ନୂଆ କୋର୍ସ୍। ନୈତିକ ଶିକ୍ଷା ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ୩ ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା। ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ

ଅଗ୍ନି ପ୍ରାଇମ୍‍ର ସଫଳ ପରୀକ୍ଷା

ଭୁବନେଶ୍ୱର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଆଜି ସଫଳତାର ସହିତ ପରୀକ୍ଷା କରାଯାଇଛି। ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଚାନ୍ଦିପୁର ପରୀକ୍ଷଣ ସ୍ଥଳରୁ ଶନିବାର ପୂର୍ବାହ୍ନରେ ଏହାର ପରୀକ୍ଷା କରାଯାଇଥିବା ଜଣାଯାଇଛି। ସରକାରୀ

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଜନ ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ଅଧିକ ବୋଲି ନିଜ

୨୦୨୪ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ମହାମାରୀ ପ୍ରଭାବ : ଫାଇଜର

ନୂଆଦିଲ୍ଲୀ ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରସିଦ୍ଧ ଟିକା  ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସଂକମଣକୁ ଦୃଷ୍ଟିରେ ରଖି ଏହା କୁହାଯାଇଛି । ଗତ ମାସରେ

ମାଡ଼ିଚାଲିଛି ଓମିକ୍ରନ୍‌, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩

ନୂଆଦିଲ୍ଲୀ ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ ‘ଓମିକ୍ରନ୍‌’ ପ୍ରଜାତି ଖୁବ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏହା ୧୧ଟି ରାଜ୍ୟକୁ ବ୍ୟାପିଲାଣି ଏବଂ ଆଜି ସୁଦ୍ଧା ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲା‌ରେ ସଂକ୍ରମଣ ବଢ଼ିବା ବିପଦ ଅଧିକ ରହିଛି। ଦେଶରେ ତୃତୀୟ ଲହର ଆରମ୍ଭ

ଆଜି ହେବ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ
error: Content is protected !!
Open chat