Browsing Tag

publish

ଲତାଙ୍କ ସ୍ମୃତିରେ ଜାରି ହେବ ଡ଼ାକ ଟିକଟ

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ

କଂଗ୍ରେସକୁ ମୋଦୀଙ୍କ ସିଧା ନିଶାନା- କହିଲେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି

ନୂଆଦିଲ୍ଲୀ ୦୭/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ

କରୋନା ଚିକିତ୍ସା ପାଇଁ ଆସିଲା ବଟିକା

ସିଙ୍ଗାପୁରରେ ମିଳିଲା ବ୍ୟବହାର ଅନୁମତି ସିଙ୍ଗାପୁର: କରୋନା ସଂକ୍ରମଣ ଚିକିତ୍ସା ପାଇଁ ବିଶ୍ୱରେ ବିଭିନ୍ନ ଟିକା ବ୍ୟବହୃତ ହେଉଥିବା ବେଳେ ପ୍ରଥମ ଥର ବଟିକା ବ୍ୟବହାର ହେବାକୁ ଯାଉଛି। ଫାଇଜର କମ୍ପାନୀ ପ୍ରସ୍ତୁତ ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ପାଟି ମଧ୍ୟ ଦେଇ ବ୍ୟବହାର

କୋଭିଡ ସଂକ୍ରମିତ ଥିଲେ ବି କରିହେବ ଅସ୍ତ୍ରୋପଚାର

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ ପଜିଟିଭ ଥିଲେ ବି ଜରୁରୀ ଅସ୍ତ୍ରୋପଚାର କରାଯାଇପାରିବ। ପୂର୍ବରୁ ଏ ନେଇ ବାରଣ ଥିଲା। ନୂଆ ଗବେଷଣା ଅନୁସାରେ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲା ସୂଚନା ଦେଇଛନ୍ତି। ଅଖିଳ ଭାରତୀୟ

ଏ ବର୍ଷ ମହିଳା ଆଇପିଏଲ୍ ବି ଖେଳାଯିବ : ଗାଙ୍ଗୁଲି

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ୍(ବିସିସିଆଇ) ୨୦୨୨ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ହିଁ ଖେଳାଯିବ ବୋଲି ନିଷ୍ପତ୍ତି ନେଇଛି। ଏଥିସହ ଚଳିତ ବର୍ଷ ମହିଳା ଆଇପିଏଲ୍ ମଧ୍ୟ ଅନୁଷ୍ଠିତ ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ଏହି ସୂଚନା

୭ ରୁ ଖୋଲିବ ସ୍କୁଲ-କଲେଜ, ୧୪ ରୁ ପ୍ରଥମରୁ ସପ୍ତମ ଯାଏଁ ଅଫଲାଇନ ପାଠପଢ଼ା

ଭୁବନେଶ୍ବର ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ। ରାଜ୍ୟବାସୀଙ୍କୁ

ଭାରତର ପରିଚୟ ମୋଦୀ : କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ

ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ମିଳିଲା ଅନୁମତି

ଫେବୃୟାରୀ ମାସ ପାଇଁ କୋଭିଡ ନିୟମାବଳୀ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର ୩୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଏଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଥିବାବେଳେ

ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ

ଫେବୃୟାରୀ ପହିଲାରେ ସାଧାରଣ ବଜେଟ୍ ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦର ବଜେଟ୍ ଅଧିବେଶନ ସୋମବାର(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି । ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ

ଫେବୃୟାରୀ ୧୦ରୁ ସ୍କୁଲ-କଲେଜ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଫେବୃୟାରୀ ୧୦ ତାରିଖରୁ ରାଜ୍ୟରେ ସ୍କୁଲ ଓ କଲେଜ୍‍ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଏକ ନକଲି ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ
error: Content is protected !!
Open chat