Browsing Tag

publish

ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ୩୦ରୁ ୪୫ ଦିନ ମଧ୍ୟରେ କମିପାରେ

ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରେ ଓ ସର୍ଵନିମ୍ନରେ ଦେବଗଡ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଏକ ପ୍ରକାର ଉର୍ଧ୍ବମୁଖୀ ଥିବା ବେଳେ ପ୍ଲାଜମା ଚିକିତ୍ସାରେ ୫୬୫ ଜଣଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହେବା କରୋନା ମୁକାବିଲା ଦିଗରେ ଆଶା

ରିଆ ,ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଏନସିବି ଚଢଉ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୯ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ରହସ୍ୟରୁ ପରଦା ଉଠାଇଲେ ରହସ୍ୟମୟୀ ଯୁବତୀ ‘ସାଇକୋ ଲେଡି’

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ସାଇକୋ ଲେଡିଙ୍କ ସମ୍ପୃକ୍ତି ଥିବା ନେଇ ଗତ ୨ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହି ଘଟଣାକୁ ନେଇ ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି। ସମାଜ ସେବୀ

ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ…

କେନ୍ଦ୍ରାପଡା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ସ୍ମୃତିସଭା ସ୍ଥାନୀୟ କେନ୍ଦ୍ରାପଡା ପବ୍ଲିକ ରିଡିଂ ରୁମ୍‌ ପରିସରରେ ଗତ ବୁଧବାର ଦିିିିନ ଅନୁଷ୍ଠିତ ହୋଇଯାଇଛି ।

କିଏ ଜନ୍ ଓ୍ବିକ୍ ? ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିଥିଲେ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଯାଇଥିଲା। ଏନେଇ ଟୁଇଟର ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ହ୍ୟାକର ଜଣକର ପରିଚୟ ମିଳିଯାଇଛି। ହ୍ୟାକର ଜଣକ

ମୋତେ ଧମକ ଦିଆଯାଉଛି, ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ଲାଗିଲାଣି: କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୩/୦୯ : ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ

କରୋନା ଲକ୍‌ଡାଉନ୍‌ ପାଇଁଁ ବେକାରି ହାର ଚିନ୍ତାଜନକ : ସହରକୁ ଯିବ ମନରେଗା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର ନିଜର ରୋଜଗାର କାର୍ଯ୍ୟକ୍ରମ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା)କୁ ଗାଁ ସହିତ ସହରକୁ ନେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅଧୀନରେ ସହରରେ ସେଇମାନଙ୍କୁ ନିଯୁକ୍ତି ମିଳିବ, ଯେଉଁମାନେ

ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ: ବିଦ୍ୟାଳୟ ଓ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ଯୁକ୍ତ୨ କଳା

ଡବ୍ଲୁଏଚଓ ଜାରି କଲା ଆଡଭାଇଜରୀ : ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ ଷ୍ଟେରଏଡ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ମାମଲାର ଗ୍ରାଫ୍ ବଢିବାରେ ଲାଗିଛି। ଭାରତ, ଆମେରିକା ସହିତ ବହୁ ଦେଶ ଏଥିରେ କବଳିତ ହୋଇଛି। ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଔଷଧ ଓ ଟିକା ବିକଶିତ କରିବାରେ ଲାଗିଛନ୍ତି। ଏହା ଭିତରେ ଏକ

ଭିଡିଓକନ୍‌କୁ କିଣିବ ଅନିଲ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ବେଣୁଗୋପଳ ଧୁତ୍‌ଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍‌କୁ କିଣିବା ଲାଗି ଅନିଲ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ ଆଗ୍ରହ ପ୍ରକାଶ କରିଛି। Vcon logo new ଆମେରିକାର ଏଇଟ୍‌ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ
error: Content is protected !!
Open chat