Browsing Tag

reporter

ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ

ଖୁବଶୀଘ୍ର ଖୋଲିପାରେ ସ୍କୁଲ ! ! କ୍ୟାମ୍ପସ‌ ସଫେଇ ଏବଂ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦ : କରୋନା ପାଇଁ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଶିକ୍ଷକମାନେ

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ । ୭୪ ବର୍ଷିୟ ରାମ ବିଳାସ ପାଶ୍ୱାନ ନିକଟରେ ଦିଲ୍ଲୀର ଏକ ହସ୍ପିଟଲାରେ

ଗୃହିଣୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର: ଲଗାତାର ଭାବେ ଖସୁଛି ସୁନା ଦର ! !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର

ନୀତୀଶ କୁମାର: ବିଧାୟକ ନ ଥାଇ ୬ଥର ହେଲେଣି ମୁଖ୍ୟମନ୍ତ୍ରୀ ! !

ନୂଆଦିଲ୍ଲୀ/ପାଟନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି।  ନୀତୀଶ କୁମାର ଯେତେବେଳେ ପ୍ରଥମଥର ପାଇଁ

“ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରସ୍ତୁତ” : ଭାରତୀୟ ବାୟୁସେନାର ୮୮ତମ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଜି ଅକ୍ଟୋବର ୮, ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ

ଆଜି ଠାରୁ ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି , ଔଷଧ

ରାଜ୍ୟରେ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ, ମନ୍ଦିର ପ୍ରଶାସନକୁ ଚିଠି ଜାରି କଲେ ସରକାର

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୮-୧୦-୨୦ : ମହାମାରୀ କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର

ଚାରିଧାମ ଦେବସ୍ଥାନମ ବୋର୍ଡକୁ ୫ କୋଟି ଲେଖାଏଁ ଦାନ କଲେ ଅନନ୍ତ ଅମ୍ବାନୀ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଉତ୍ତରାଖଣ୍ଡର ଚାରିଧାମ ଦେବସ୍ଥାନମ ବୋର୍ଡକୁ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ତରଫରୁ ୫ କୋଟି ଟଙ୍କା ଦାନ କରାଯାଇଛି । ମୁକେଶଙ୍କ ପୁଅ ଅନନ୍ତ ଏହି ଦାନ କରିଛନ୍ତି । କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଏହି

ରାଜଭବନର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଏସସିବି ମେଡିକାଲରେ ମୃତ୍ୟୁ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୮-୧୦-୨୦ : ଗତକାଲି ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଏସସିବି ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ
error: Content is protected !!
Open chat