Monthly Archives

June 2020

‘ଆତ୍ମନିର୍ଭର ଭାରତ’ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଯାଜପୁର : ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ଆଜି ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଓଡ଼ିଶାର ଯାଜପୁର ଜିଲ୍ଲା । ଶ୍ରୀ ପ୍ରଧାନ କହିଛନ୍ତି ଯାଜପୁରର

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ୍।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କରୋନା ଯୋଗୁଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ ୧ ତାରିଖରୁ ଦେଶରେ

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୫/୦୬ : ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ଵରରେ ସର୍ବାଧିକ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍‌ ମଧ୍ୟରୁ ୨୫ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୩ ଜଣ ଲୋକାଲ କେସ୍‌। ଚିହ୍ନଟ

ଗଣତନ୍ତ୍ର ସଂରକ୍ଷଣ ପାଇଁ ଜରୁରୀ ପରିସ୍ଥିତି ବେଳେ ତ୍ୟାଗ ସ୍ବୀକାର କରିଥିବା ବ୍ୟକ୍ତିଙ୍କୁ ଭାରତ ଭୁଲିଯିବ ନାହିଁ :…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଗଣତନ୍ତ୍ର ନିମନ୍ତେ ଯେଉଁମାନେ ଅସୀମ ତ୍ୟାଗ ସ୍ବୀକାର

ଆଜି ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

ପୁରୀ (କଳିଙ୍ଗ ଜ୍ୟୋତି) ୨୫/୦୬ : ବର୍ଷକରେ ଥରେ ଆଡ଼ପ ଅବଢ଼ା ବାହାରିଥାଏ। ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଆଜି ସକାଳ ଧୂପରେ ବାହାରିଛି ଏହି ଆଡ଼ପ ଅବଢ଼ା। ଏହାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଉଛି। ଆଡ଼ପ ଅବଢା ପାଇବାକୁ ଭକ୍ତଙ୍କ ପାଇଁ ଟୋକନ୍ ବ୍ୟବସ୍ଥା

ବ୍ୟାଙ୍କକୁ ସିଲ୍‌ କଲା ପ୍ରଶାସନ : ବ୍ୟାଙ୍କ ମ୍ୟାନେଜର‌ କରୋନା ପଜିଟିଭ୍‌।

ଗଜପତି (ଜ୍ୟୋତି ବ୍ୟୁରୋ) ୨୫/୦୬ : ପାରଳାଖେମୁଣ୍ଡି ଏସ୍‌ବିଆଇ ମୁଖ୍ୟ ଶାଖାରେ କରୋନା । ବ୍ୟାଙ୍କର ମ୍ୟାନେଜର୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଜଣାପଡିବା ସମ୍ପୃକ୍ତ ବ୍ୟାଙ୍କକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ବ୍ୟାଙ୍କ ସିଲ୍‌ ନେଇ ଗଜପତି ଜିଲ୍ଲାପାଳ ଅନୁପମ

ଉଦ୍ୟୋଗଗୁଡିକ ପାଇଁ ଦ୍ୱାର ଖୋଲିଲା ଇସ୍ରୋ ।

ନୂଆଦିଲ୍ଲୀ (କଳିଙ୍ଗଜ୍ୟୋତି ବ୍ୟୁରୋ) ୨୫/୦୬ : ଘରୋଇ ଉଦ୍ୟୋଗଗୁଡିକ ପାଇଁ ସ୍ପେସ୍ ସେକ୍ଟର ଖୋଲି ଇସ୍ରୋ ପାଇଁ ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଭାରତର ଶିଳ୍ପ ଭିତ୍ତିଭୂମି ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ

ଜୁଲାଇ ମାସ ୩୧ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫/୦୬ : ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏନେଇ ଏକ୍ସପର୍ଟ କମିଟି ହୋଇଛି ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ : ପାରାଦ୍ୱୀପଠାରେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଗୁରୁତ୍ଵପୂର୍ଣ୍ଣ ରୁଷ ଗସ୍ତ।

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ରୁଷର ରାଜଧାନୀ ମସ୍କୋର ରେଡ୍‌ ସ୍କୋୟାରରେ ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥିଭାବେ ଯୋଗଦେଇ ପରେଡ୍‌ରେ‌ ଅଭିଭାଦନ ଗ୍ରହଣ
error: Content is protected !!
Open chat