Daily Archives

August 5, 2020

ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ ଲିମିଟେଡ଼ରେ କରୋନା କଟକଣାର ଚରମ ଅବହେଳା

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଜଗାଙ୍ଗପୁର ୦୫/୦୮: ଦିନକୁ ଦିନ ବଢି ଚାଲିଛି କରୋନା ର ତାଣ୍ଡବ ।କେହି ବାଦ ପଡୁନାହାନ୍ତି ତା କବଳରୁ।ସ୍ଥିତି ଅସମ୍ଭାଳ ହେଲାଣି ସରକାରକଂ ଲକଡାଉନ ,ସଟଡାଉନ ସତ୍ୱେ ମଧ୍ୟ ଜନସାଧାରଣ ସୁରକ୍ଷିତ ନାହାନ୍ତି ।ଲକ୍ଷଣ ନଥାଇ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ରାଜଗାଙ୍ଗପୁର ରେ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟ କୋଭିଡ ଯୋଦ୍ଧାଙ୍କୁ ଜଣାଇଲା ସମ୍ମାନ – ରାଜ୍ୟପାଳ ମଧ୍ୟ ସାମିଲ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ…

ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ…

Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି। ‘ଏମ୍‌ଆଇ…

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ପାକ୍ ରେଳମନ୍ତ୍ରୀଙ୍କ ମନ୍ତବ୍ୟ – “ଭାରତ ଆଉ…

ଇସଲାମାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି…

ପ୍ରଧାନମନ୍ତ୍ରୀ ପୂରଣ କଲେ ଭାରତ ବର୍ଷର ଉତ୍କଣ୍ଠା : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି…

ଅଯୋଧ୍ୟା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୮ : ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ…

ଆଦିତ୍ୟ ମୃତ୍ୟୁ ମାମଲା, ଜେରା ହେବେ ଓଏଏସ୍‌ ଅଫିସର୍‌!

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୮: ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦୀର୍ଘ ୨୪ ଦିନ ତଦନ୍ତରେ ଜିଆରପି ଯେଉଁ ଦିଗରେ ଆଦୌ ଆଗେଇ ନଥିଲା, ସେଇ ଦିଗକୁ ଏବେ ନଜର ପକାଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଆସିଛନ୍ତି ପ୍ରଶାସନିକ ଅଧିକାରୀ ଯାହାଙ୍କର ଆଶୀର୍ବାଦରେ…

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ, ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର…

ପାକିସ୍ତାନର ପାଗଳାମି ପୁଣି ବାହାରିଲା: କାଶ୍ମୀରକୁ ନିଜର ଦେଖାଇ ଇମରାନଙ୍କ ନୂଆ ପଲିଟିକାଲ ମ୍ୟାପ୍ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲାହୋର ୦୫/୦୮ : ନେପାଳ ରାସ୍ତାରେ ପାକିସ୍ତାନ । ପାକ୍‌ର ଇମରାନ ଖାନ ସରକାର ଏବେ ବିବଦୀୟ ନକ୍ସା ଜାରି କରିଛନ୍ତି । ଏଥିରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦାବି କରିଛି । ପୂର୍ବରୁ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି ଦାବି କରୁଥିଲା ।…

ଅଯୋଧ୍ୟା ରାମ ମନ୍ଦିରର ଜାରି ହେଲା ପ୍ରଥମ ଫଟୋ : ଏମିତି ଦିଶିବ ରାମ ମନ୍ଦିର: ଦେଖନ୍ତୁ ମନ୍ଦିରର ବିଶେଷତ୍ବ ଓ ଏହାର…

୩ ଏକରରେ ମନ୍ଦିର, ୬୭ ଏକର ଜମିରେ ମ୍ୟୁଜିୟମ ସହ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୧୯୮୯ରେ ରାମମନ୍ଦିର ଓ ଏହାର ପରିସର ନିର୍ମାଣ ନିମନ୍ତେ ପ୍ରସ୍ତୁତ କରିଥିଲା ନୂଆ ମଡ଼େଲ କଳିଙ୍ଗ ଜ୍ୟୋତି…
error: Content is protected !!
Open chat