Daily Archives

August 20, 2020

ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଇସ୍ପାତ ଶିଳ୍ପର ପ୍ରମୁଖ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ –…

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ – କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ– ଦେଶରେ ଇସ୍ପାତର ବ୍ୟବହାରକୁ

ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍‌ମେଡସ୍‌’କୁ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର/ ମୁମ୍ବାଇ ୨୦/୦୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍‌ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍‌ମେଡସ୍‌’ ନାମରେ ପରିଚିତ ଭିଟାଲିକ୍

କରୋନା ଔଷଧ “Avigan ୨୦୦”ର ହୋମ୍ ଡ଼େଲିଭରୀ ନିମନ୍ତେ ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କମ୍ପାନୀର ଘୋଷଣା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଭାରତର ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କରୋନା ରୋଗୀଙ୍କ ଚିକିତ୍ସା ଔଷଧ ଫାଭିପିରାଭିରର ଜେନେରିକ ଔଷଧ ଅଭିଗାନ୨୦୦ ଟାବଲେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି ।  ଏହି ଔଷଧ ଅଭିଗାନ୨୦୦କୁ ଭାରତର ଔଷଧ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଜାନୁଆରିରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପ୍ରାପ୍ୟ ପାଇବେ। ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ

କୋଭିଡ୍‍ -୧୯ ଦୃଷ୍ଟିରୁ ବର୍ଷା ଋତୁରେ ଲୋକଙ୍କୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ୍‍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ

ଅପରେସନ ‘ସମୁଦ୍ର ସେତୁ’ରେ ନୌବାହିନୀର ଭୂମିକା ପ୍ରଶଂସନୀୟ : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮ : ଅପରେସନ 'ସମୁଦ୍ର ସେତୁ'ରେ ନୌବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ
error: Content is protected !!
Open chat