Monthly Archives

August 2020

ଦୁଷ୍କର୍ମ ଅଭିଯୋଗରେ ଜଡିତ ଭଣ୍ଡ ବାବା ତଥା ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନିଜସ୍ୱ ନୂଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାର ସୁରକ୍ଷାକର୍ମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଶ୍ରୀନଗର ୨୦/୦୮: କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବୁଧବାର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘାଟିରେ ମୁତୟନ

ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ : ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍‌ ଜର୍ମାନିରୁ ନିୟନ୍ତ୍ରଣ

ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଇସ୍ପାତ ଶିଳ୍ପର ପ୍ରମୁଖ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ –…

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ – କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ– ଦେଶରେ ଇସ୍ପାତର ବ୍ୟବହାରକୁ

ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍‌ମେଡସ୍‌’କୁ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର/ ମୁମ୍ବାଇ ୨୦/୦୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍‌ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍‌ମେଡସ୍‌’ ନାମରେ ପରିଚିତ ଭିଟାଲିକ୍

କରୋନା ଔଷଧ “Avigan ୨୦୦”ର ହୋମ୍ ଡ଼େଲିଭରୀ ନିମନ୍ତେ ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କମ୍ପାନୀର ଘୋଷଣା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଭାରତର ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କରୋନା ରୋଗୀଙ୍କ ଚିକିତ୍ସା ଔଷଧ ଫାଭିପିରାଭିରର ଜେନେରିକ ଔଷଧ ଅଭିଗାନ୨୦୦ ଟାବଲେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି ।  ଏହି ଔଷଧ ଅଭିଗାନ୨୦୦କୁ ଭାରତର ଔଷଧ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଜାନୁଆରିରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପ୍ରାପ୍ୟ ପାଇବେ। ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ

କୋଭିଡ୍‍ -୧୯ ଦୃଷ୍ଟିରୁ ବର୍ଷା ଋତୁରେ ଲୋକଙ୍କୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ୍‍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ

ଅପରେସନ ‘ସମୁଦ୍ର ସେତୁ’ରେ ନୌବାହିନୀର ଭୂମିକା ପ୍ରଶଂସନୀୟ : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮ : ଅପରେସନ 'ସମୁଦ୍ର ସେତୁ'ରେ ନୌବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ : ତିନିଥର ବିଧାୟକ ହୋଇ ମଧ୍ୟ ଧାନକ୍ଷେତରେ କାମ କରୁଥିବା ବିଧାୟକଙ୍କ କାମକୁ…

ନବରଙ୍ଗପୁର/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମନୋହର ରନ୍ଧାରୀଙ୍କ ବିଭିନ୍ନ ସମୟରେ ଭିନ୍ନଢଙ୍ଗରେ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚିତ ରହିଛନ୍ତି । ତିନି ଥର ବିଧାୟକ ହୋଇ ମଧ୍ୟ ଏବେ ସେ ନିଜ ଚାଷ
error: Content is protected !!
Open chat