‘ଇସ୍ରୋ’ ଉତ୍କ୍ଷେପଣ କଲା ‘ସାଉଣ୍ଡିଙ୍ଗ୍ ରକେଟ୍’ ‘ଆର୍ଏଚ୍-୫୬୦’
ନୂଆଦିଲ୍ଲୀ: ‘ନ୍ୟୁଟ୍ରାଲ୍ ଓ୍ଵିଇଣ୍ଡ୍’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍ସ୍ଥିତ ‘ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଆର୍ଏଚ୍-୫୬୦’ ନାମକ ଏକ!-->…