Monthly Archives

March 2021

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଯାଜପୁର : ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ବିଭିନ୍ନ ମେଗା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର

ବିଗିଡ଼ିଲା ସାଧ୍ବୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ବିମାନ ଯୋଗେ ମୁମ୍ବାଇ ନିଆଗଲା

ଭୋପାଳ: ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ଯ୍ୟାଳୟ

ବିଶ୍ବ ଟେଷ୍ଟ ଚାମ୍ପିଅନ୍ ହେବାଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ

ଅହମଦାବାଦ : ଆଜି ଅହମଦାବାଦ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଜୁନ ୧୮ ତାରିଖରେ ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମଠାରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଜିତିଲେ ଭାରତ ପ୍ରଥମ ବିଶ୍ବ ଟେଷ୍ଟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା: ଦୀପ ଜାଳିବା ପାଇଁ ଏକାଠି ବସି ପାରିବେ ନାହିଁ ଶ୍ରଦ୍ଧାଳୁ

ଭୁବନେଶ୍ବର: ମାର୍ଚ୍ଚ ୧୧ରେ ପଡୁଛି ମହାଶିବ ରାତ୍ରୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଳନ କରାଯିବ। ଏଥର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ। କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ

ଅହମ୍ମଦାବାଦ ଟେଷ୍ଟ ସହ ଭାରତ ୩-୧ରେ ସିରିଜ ବିଜୟୀ

ଋଷଭ ପନ୍ତ ମ୍ୟାନ ଅଫ୍ ଦ ମ୍ୟାଚ, ରବିଚନ୍ଦ୍ରନ୍‌ ଅଶ୍ବିନ ମ୍ୟାନ ଅଫ୍ ଦ ସିରିଜ ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ

କରୋନା ଟୀକାକରଣ ପାଇଁ ସମୟସୀମାର ଅଙ୍କୁଶ ହଟିଲା,ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା:ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ…

ନୂଆଦିଲ୍ଲୀ,୩ ।୩: କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ସାରା ବିଶ୍ୱ ସହିତ ଆମ ଦେଶରେ ଚାଲିଛି ଟୀକାକରଣ । ଏବେ ଟୀକାକଣ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ବୁଧବାର କରିଛନ୍ତି ବଡ ଧରଣର ଘୋଷଣା । ସେ କହିଛନ୍ତି, ସରକାର କରୋନା ନିରୋଧି ଟୀକା ଲଗାଇବାର ବେଗ ବଢାଇବା

ଗୁଲାମ ନବୀଙ୍କ ସମର୍ଥନରେ ମୁହଁ ଖୋଲିଲା ବିଜେପି; କହିଲା, ତାଙ୍କପରି ନେତାଙ୍କୁ କଂଗ୍ରେସ ‘ସରବ୍ୟ’ କରିବା ଦୁଃଖଦାୟକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୋଲାଖୋଲି ପ୍ରଶଂସା କରି ନିଜ ଦଳ ମଧ୍ୟରେ ସମାଲୋଚନାର ସରବ୍ୟ ହେବା ପରେ ଗୁଲାମ ନବୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି (ମଙ୍ଗଳବାର) ନୂଆଦିଲ୍ଲୀ

କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ

ଆଜିଠୁ ବୟସ୍କଙ୍କୁ ଟିକାଦାନ

ଭୁବନେଶ୍ୱର : ଷାଠିଏ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ସୋମବାରଠାରୁ ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ
error: Content is protected !!
Open chat