କଟକ ପୁଲିସ୍‌ର ପ୍ରଥମ କରୋନା ମୃତ୍ୟୁ : ଆଖି ବୁଜିଲେ କନଷ୍ଟେବଳ ଦିବାକର ସେଠୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍‌ ପୁୁଲିସ୍‌ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ

କଙ୍ଗନା ରଣାୱତଙ୍କୁ ସୁରକ୍ଷା ଯୋଗାଇବାକୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିର୍ଦ୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୭/୦୯ : ବଲିଉଡ ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ହିମାଚଳ ପ୍ରଦେଶ ସରକାର ଏବେ ସୁରକ୍ଷା ଦେବେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟର ଡିଜିପିଙ୍କୁ ଏହି ନି​‌ର୍ଦ୍ଦେଶ ଜାରି କରିଛନ୍ତି। ​‌କଙ୍ଗନା କିଛି ଦିନ ପୂର୍ବରୁ ହିଁ

ପତ୍ନୀ ବର୍ଷାଙ୍କ ସହ ତାଙ୍କୁ ନେଇ ଗଣମାଧ୍ୟମରେ ମନଗଢା କାହାଣୀ ସୃଷ୍ଟି ନ କରିବାକୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ତାଙ୍କ ପତ୍ନୀଙ୍କ ସହ ବିବାଦ ଘଟଣା ସାମନାକୁ ଆସିବା ପରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଓ ବର୍ଷାଙ୍କୁ ନେଇ କୌଣସି ମନଗଢା କାହାଣୀ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି । ସେ ଏକ ପ୍ରେସ

ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ ଲାଗିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କ ପାଇଁ…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି । । କରୋନା ସଂକ୍ରମଣ ରୋକିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜରୁରୀ ବୈଠକ କରାଯାଇ ଏଣିକି ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ

ନିବେଶକଙ୍କ ଆକଳନ: ୭୦ ହଜାର ନୁହେଁ ବରଂ ଦିପାବଳୀ ସୁଦ୍ଧା ୬୦ ହଜାର ଛୁଇଁପାରେ ସୁନା ଦର ! ! ବର୍ତ୍ତମାନ ସୁନାରେ ନିବେଶ…

ନୂଆଦିଲ୍ଲୀ/ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ସୁନା ଦାମ୍ ଏବେ ୧୦ ପ୍ରତିଶତ ତଳକୁ ଖସିଆସିଛି । ତେବେ ଆକଳନ କରାଯାଉଛି କି ଦିପାବଳୀ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କା ଟପିପାରେ । ତେଣୁ ଏବେ ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସବୁଠାରୁ ଉତ୍ତମ ସମୟ ।

‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର

ରାଜଗାଙ୍ଗପୁର: ବିଜୁ ଜନତା ଦଳ ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ପକ୍ଷରୁ ମେଗା…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୬/୦୯ : କରୋନା ମହାମାରି ସମୟରେ ଯେପରି ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥ ଡାକବଙ୍ଗଳା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ

ପ୍ରକାଶ ପାଇଲା ଆଇପିଏଲ୍-୨୦୨୦ କ୍ରୀଡ଼ା ସୂଚୀ: ଉଦ୍ଘାଟନୀ ମ୍ୟାଚରେ ଧୋନୀ-ରୋହିତ ମୁକାବିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ବହୁ ପ୍ରତୀକ୍ଷିତ ଆଇପିଏଲ୍ ଲାଗି ଜାରି ହୋଇଛି କ୍ରୀଡ଼ା ସୂଚୀ । ଆସନ୍ତା ୧୯ ତାରିଖରେ ଏହାର ଉଦ୍‌ଘାଟନୀ ମ୍ୟାଚ । ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୋମାରେ ଉଡ଼ାଇ ଦେବାକୁ ଦାଉଦ୍ ର ଧମକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି

ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା
error: Content is protected !!
Open chat