ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍ର ସଫଳ ପରୀକ୍ଷଣ
ଚାନ୍ଦିପୁର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ତୋପ ରକେଟ୍ ପ୍ରଣାଳୀର ବିକାଶ ଜାରି ରଖିଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ସ୍ବଦେଶୀ ଭାବେ ବିକଶିତ ପିନାକ ରକେଟ୍ର ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ଥିବା ବର୍ଦ୍ଧିତ ସଂସ୍କରଣର ସଫଳ ପରୀକ୍ଷଣ କରାଯାଇଛି।!-->…